
ଖଣ୍ଡପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଅବକାରୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢାଉ କରାଯିବା ସହିତ ୧୭ ଲିଟର ଦେଶୀ ମଦ ଏବଂ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଖଣ୍ଡପଡ଼ା ଅବକାରୀ ସବଇନ୍ସିପେକ୍ଟର ସତ୍ୟପ୍ରିୟ ସ୍ବାଇଁଙ୍କ ସୂଚନା ଅନୁଯାୟୀ ଆଜି ଭୋରରୁ ନୟାଗଡ଼ ମୋବାଇଲ ଟିମ୍ ର ଇନ୍ସପେକ୍ଟର,ସଵ ଇନ୍ସପେକ୍ଟର ଏବଂ ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ଇନ୍ସପେକ୍ଟର ହରପ୍ରସାଦ ରାଣା।ସବ ଇନ୍ସପେକ୍ଟରଙ୍କୁ – ସାଗର କୁମାର ଭୋଇ l ରେଞ୍ଜ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ।















