• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
October 27, 2026
in ଓଡ଼ିଶା, ପୁରୀ, ହୋମ୍
0
ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସ୍ଥାନୀୟ ୟୁଥ ହଷ୍ଟେଲ ସଭାଗୃହରେ ଶ୍ରୀପର୍ଣ୍ଣା ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏକ ବର୍ଣ୍ଣଢ୍ୟ ସାହିତ୍ୟ ସଭା ଓ ସୁଜାତା ସିହ୍ନାଙ୍କ ବହୁ ଚର୍ଚ୍ଚିତ ଏକପଦୀ କବିତା ଗ୍ରନ୍ଥ ‘ଶତପର୍ବା’ ର ଇଂରାଜୀ ଅନୁବାଦ ପୁସ୍ତକର ଶୁଭ ଲୋକାର୍ପଣ ଉତ୍ସଵ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଇଂରାଜୀ ସାହିତ୍ୟର ଖ୍ୟାତନାମା ପ୍ରଫେସର କ୍ଷୀରୋଦ ରାୟ ମହାପାତ୍ର ସଭାପତିତ୍ୱ କରିଥିଲେ | ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରଥମ ଓ ପ୍ରାକ୍ତନ ନିର୍ଦ୍ଦେଶକ ଡ଼କ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ l ମୁଖ୍ୟ ବକ୍ତା ଡକ୍ଟର ଜନ୍ମେଜୟ ଦ୍ବିବେଦୀ, ସମ୍ମାନିତ ବକ୍ତା ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, ଗିରିଜା କାନ୍ତ ଦାଶ, ପୁସ୍ତକଟିର ଲେଖିକା ସୁଜାତା ସିହ୍ନା, ଅନୁବାଦକ ଡ଼କ୍ଟର ବିଭୁଦତ୍ତ ମହାନ୍ତି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱାଳନ କରି ସାରସ୍ୱତ ସଭାଟିର ଶୁଭ ଉଦଘାଟନ କରିଥିଲେ l

ସମ୍ପୃକ୍ତ ପୁସ୍ତଟିକୁ ଦିଲ୍ଲୀର ଅର୍ଥର ପ୍ରେସ ପ୍ରକାଶ କରିଥିବାରୁ ସମସ୍ତେ ଧନ୍ୟବାଦ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ l ବିଶ୍ୱ ବଜାରରେ ଏହାର ପ୍ରସାର ପ୍ରଚାର ହେବା ସହିତ ଆମାଜନ ଆପରେ ଏହା ଉପଲବ୍ଧ ହେଉଥିବାର ସୂଚନା ଦିଆଯାଇଥିଲା l ଏହି ପୁସ୍ତକଲୋକାର୍ପଣ ସଭାଟିକୁ ଶ୍ରୀପର୍ଣ୍ଣା ପ୍ରକାଶନୀର ପ୍ରକାଶକ ଉମାକାନ୍ତ ମହାପାତ୍ର ସୁସଂଯୋଜିତ ଏବଂ ସୁନ୍ଦର ଆୟୋଜନ କରିଥିଲେ lଏହି ସାହିତ୍ୟ ସଭାଟିରେ ଏନ. ବି. ଟିର ପ୍ରାକ୍ତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, କବୀ ଅନୁବାଦିକା ଶୈଳବାଳା ମହାପାତ୍ର, ବିଜୟଲଷ୍ମୀ ଦାଶ ମିଶ୍ର, ମଞ୍ଜୁଶ୍ରୀ ମିଶ୍ର, ବୈଦେହୀ ପ୍ରିୟା ଚାନ୍ଦ, ସୁଦୀପ୍ତା ମିଶ୍ର, ରୁନୁ ମହାନ୍ତି, କ୍ରିଷ୍ଣା ମହାପାତ୍ର, ମିନତୀ ମିଶ୍ର,କବି ରଜତ ମହାନ୍ତି, ସୁମିତା ପଟ୍ଟନାୟକ,କବୀ ସୁଶ୍ରୀ ଦେବସ୍ମିତା ପ୍ରଧାନ, ସୁଶ୍ରୀ ସୋନୀ ମାଝୀ, କବି କାମଦେବ ମହାରଣା, ଶିଶୁ ସାହିତ୍ୟିକ ସୁକାନ୍ତ ପଣ୍ଡା, ରମେଶ ଚନ୍ଦ୍ର ଦାଶ,

ପର୍ଶୁରାମ ପାତ୍ର, ହେମନ୍ତ କୁମାର ଛୋଟରାୟ, ପ୍ରଶାନ୍ତ କୁମାର ମଙ୍ଗରାଜ,କବି ଆୟୁଷ କୁମାର ଜେନା, ଗବେଷକ ସଞ୍ଜୟ କୁମାର ବରାଳ, ସନ୍ତୋଷ କୁମାର ସାହୁ, ସୁନୀଲ ମିଶ୍ର, ପ୍ରକାଶ ଚନ୍ଦ୍ର ଖଟୋଇ, ରବୀନ୍ଦ୍ର କୁମାର ପ୍ରଧାନ, ସିଦ୍ଧାର୍ଥ ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ସୁନାମଧନ୍ୟ ଗବେଷକ ପୂର୍ଣଚନ୍ଦ୍ର ଦାଶ, ଗାଳ୍ପିକ କାଶୀନାଥ ମହାପାତ୍ର, କବି କୈଳାସ ଚନ୍ଦ୍ର ପ୍ରଧାନ,ଶ୍ରୀକ୍ଷେତ୍ର ପୁରୀର ବରିଷ୍ଠ ସାହିତ୍ୟିକ ଶିବ ସୁନ୍ଦର ମିଶ୍ର, କବି କୃଷ୍ଣ ଚନ୍ଦ୍ର ରଥ ପ୍ରଭୃତି ଉପସ୍ଥିତ ଥିଲେ l ସଭାଟିର ସମସ୍ତ ଆଲୋଚନା ସୁଜାତା ସିହ୍ନାଙ୍କର ଓଡ଼ିଆ ଏକପଦୀ କବିତାରେ ଥିବା ଆତ୍ମୀୟପଣ ଓ ସରଳ ସାବଲୀଳ ଉପସ୍ଥାପନା ଶୈଳୀ ଏପରିକି ଶାବ୍ଦିକ, ଅଙ୍ଗସଜ୍ଜା,

କବିତାର କଅଁଳ କୋମଳ ଆବେଦନ ପାଠକ ମାନଙ୍କୁ ନିଶ୍ଚିତ ଭାବରେ ତଲ୍ଲୀନ ଏବଂ ତାତ୍ୱିକ ଚେତନାରେ ଉଦବୁଦ୍ଧ କରିବ ବୋଲି ଉପସ୍ଥିତ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ l ତତ ସହିତ ଓମର ରୁବାୟତ ପ୍ରସଙ୍ଗ ଉପସ୍ଥାପନା କରିବା ସହିତ ‘ଲୁଧିଆନ ବି’ ଙ୍କ ସାଏରୀ ସହିତ ତୁଳନାତ୍ମକ ଆଲୋଚନା ପ୍ରଫେସର ଗିରିଜା କାନ୍ତ ଦାଶ କରି ସମସ୍ତ ଶ୍ରୋତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପରିଶେଷରେ ଅନୁଷ୍ଠାନର ପରମ ଶୁଭେଛୁ ଗୌରାଙ୍ଗ ଚରଣ ଦାସ ଉପସ୍ଥିତ କବି, ସାହିତ୍ୟାନୁରାଗୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ସଭାସାଙ୍ଗ କରାଯାଇ ପ୍ରସାଦ ସେବନ କରି ସମସ୍ତେ ପ୍ରତ୍ୟାବର୍ତ୍ତନ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତ : ସଙ୍ଗୀତରେ ଝୁମିଲେ ଦର୍ଶକ

ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତ : ସଙ୍ଗୀତରେ ଝୁମିଲେ ଦର୍ଶକ

October 27, 2026
ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ

ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ

October 27, 2026
ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ବର୍ଦ୍ଧନା

October 27, 2026
୬୬୨ ବର୍ଗ କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ )ର ରାଜ୍ୟ ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ

୬୬୨ ବର୍ଗ କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ )ର ରାଜ୍ୟ ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ

October 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତ : ସଙ୍ଗୀତରେ ଝୁମିଲେ ଦର୍ଶକ

ଶ୍ରୀକ୍ଷେତ୍ର ୟୁଥ କଲ୍‌ଚରାଲ ଆସୋସିଏସନ ପକ୍ଷରୁ ୪୭ ତମ କୁମାର ଉତ୍ସବ ଉଦଯାପିତ : ସଙ୍ଗୀତରେ ଝୁମିଲେ ଦର୍ଶକ

October 27, 2026
ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ

ଏକପଦୀ କବିତା ଗ୍ରନ୍ଥ ଶତପର୍ବା ପୁସ୍ତକ ଉନ୍ମୋଚିତ

October 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version