ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲାର ନୂତନ ଉପ ଜିଲାପାଳ ଭାବେ ୨୦୨୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ବ ଗ୍ରହଣ କରିଛନ୍ତି । ସୁଶ୍ରୀ ରାଓ ଗତକାଲି ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି କହିଛନ୍ତି ଯେ, ଗଜପତି ଜିଲାରେ ତାଙ୍କର ପ୍ରଥମ ପୋଷ୍ଟି ।















