• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା

Proprietor Abhimanyu Maharana by Proprietor Abhimanyu Maharana
August 17, 2026
in ଓଡ଼ିଶା, ପୁରୀ, ହୋମ୍
0
କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କଷ୍ଟ ଅର୍ଜିତ ଧନ ହଜେ ନାହିଁ । ଶୁକ୍ରବାର ସକାଳ ଏକ ଅଲୌକିକ ଘଟଣା ଘଟିଯାଇଛି । ନିତିଦିନ କାର୍ଯ୍ୟ ପାଇଁ ପୁରୀର ବରିଷ୍ଠ ଖବରକାଗଜ ବିତରକ ତଥା ଖବରକାଗଜ ବିତରକ ସଂଘର ସମ୍ପାଦକ ଶାନ୍ତନୁ କୁମାର ସାହୁ ଝିପି ଝିପି ବର୍ଷାରେ ଚାରିନଳା ବିଶ୍ବନାଥ ବିହାରରୁ ଖବରକାଗଜ ବିତରଣ କରିବା ପାଇଁ ଟାଉନଥାନା ଛକରେ ପହଞ୍ଚିଥିଲେ । ବର୍ଷାରେ ଖବରକାଗଜ ଜରି ଘୋଢାଇ ରେନକୋର୍ଟ ପିନ୍ଧି ଦୋଳମଣ୍ଡପ ସାହିରେ ଖବରକାଗଜ ବାଣ୍ଟିବା ପରେ କାଳିକାଦେବୀ ସାହି ଗଛକାଳୀ ଲେନକୁ ଯାଇଥିଲେ ।

ସବୁଦିନ ପରି ବ୍ଯାଗରେ ଟଙ୍କା ଓ ମୋବାଇଲ ସାଇକେଲ ହ୍ୟାଣ୍ଡଲେ ରଖି ଫ୍ଲାଟ୍ ର ଲିପ୍ଟ ଯୋଗେ ୪ ମହଲା ଉପରକୁ ଯାଇ ଗ୍ରାହକଙ୍କୁ ଖବରକାଗଜ ଦେଇ ଫେରିବା ପରେ ଦେଖିଲେ ବ୍ଯାଗରୁ ମୋବାଇଲ ଓ ଟଙ୍କା ଥିବା ଜରି ନେଇଯାଇଛି । ପାଟି କରି ହୋହଲ୍ଲା କରିବାରୁ ମୋବାଇଲକୁ ତଳକୁ ପକାଇ ଦେଇଥିଲା । ମୋବାଇଲ ସୁରକ୍ଷିତ ରହିଥିଲା । ତରବର ହୋଇ ମୋବାଇଲ ଧରି ଶାନ୍ତନୁ ଘରକୁ ଫେରିଥିଲେ । ୫ ଘଣ୍ଟା ପରେ ବ୍ଯାଗ ଖୋଜିବାରେ ଟଙ୍କା ଜରି ନଥିଲା ।

ହଠାତ ପୁଅକୁ ଡାକି ମଟରସାଇକେଲ ଯୋଗେ ତରବରରେ ଗଛକାଳୀ ଫ୍ଲାଟ ନିକଟକୁ ଯାଇଥିଲେ । ଆପଟମେର୍ଣ୍ଟ ତଳ କାର ପାର୍କିଙ୍ଗ ସ୍ଥଳରେ ଖୋଜାଖୋଜି କରିବାରେ ୫ ଶହ ଟଙ୍କିଆ ୧୦ ଖଣ୍ଡ ମୋଟ ୫ ହଜାର ଟଙ୍କା ଅକ୍ଷତ ଅବସ୍ଥାରେ ଜରି ଭିତରେ ଗୁଡିଆ ହୋଇ ପଡିଥିବା ଦେଖିବାକୁ ପାଇଲେ । ଟଙ୍କା ପାଇବା ପରେ ନିକଟ ଦୋକାନରୁ କଦଳୀ କିଣି ମାଙ୍କଡ ମାନଙ୍କୁ ଦେଇଥିଲେ ।

ସେହିଠାରେ ଶାନ୍ତନୁ ହାତଟେକି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି କହିଲେ ପ୍ରଭୁ ମୋତେ ରକ୍ଷାକଲେ । କଷ୍ଟ ଅର୍ଜିତ ଧନ ପାଇଲି । ଖବରକାଗଜ ବିକ୍ରି ଅର୍ଥ ଏଜେଣ୍ଟକୁ ଦେବା ପାଇଁ ଆଣିଥିଲେ । ପରେ ସିଂହଦ୍ୱାର ସମ୍ମୁଖ ପତିତପାବନଙ୍କୁ ମୁଣ୍ଡିଆ ମାରି ଘରକୁ ଫେରିଲେ । ଅଲୌକିକ ଘଟଣା ଯୋଗୁ ଫ୍ଲାଟବାସୀ,ସିକ୍ଯୁରିଟ ଓ ହକର ଭାଇମାନେ ଆନନ୍ଦିତ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

August 17, 2026
କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା

କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା

August 17, 2026
ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ଗୁଞ୍ଜରିତ

ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଧ୍ଵନି ଗୁଞ୍ଜରିତ

August 17, 2026
ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

ଗ୍ରୀନ୍ ଲିଗେସି ମିଶନ୍–୨୦୨୬’ ଅନ୍ତର୍ଗତ ଫଳଦାୟୀ ଚାରା ବଣ୍ଟନ

August 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

August 17, 2026
କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା

କଷ୍ଟ ଅର୍ଜିତ ଧନ ହଜେ ନାହିଁ ମାଙ୍କଡ ଫେରାଇଲା ମୋବାଇଲ ଓ ଟଙ୍କା

August 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version