ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କିଛି ଦିନ ହେବ ଶାନ୍ତ କନ୍ଧମାଳ କୁ ଅଶାନ୍ତ କରିବା ପାଇଁ କିଛି କୁଚକ୍ରୀ ଯୋଜନାବଦ୍ଧ ଭାବରେ ଷଡ଼ଯନ୍ତ୍ର ରଚନା କରୁଛନ୍ତି। ବିଧର୍ମୀ ମାନେ ଆଦିବାସୀ ଙ୍କୁ ହିନ୍ଦୁ ନୁହନ୍ତି ବୋଲି କହି ଆମ ଆମ ମଧ୍ୟ ରେ ବିଭେଦ ସୃଷ୍ଟି କରି ସୋସିଆଲ ମିଡ଼ିଆରେ ବିଭିନ୍ନ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଯାହାକୁ ଆମେ ଓ ଆମ ଆଦିବାସୀ ସମ୍ପ୍ରଦାୟ ବରଦାସ୍ତ କରିବୁ ନାହିଁ ଏଥିରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି.















