ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ମହାନଗର ନିଗମ ମଙ୍ଗଳାଘାଟ ନିକଟରେ ଏକ ଲମ୍ବା ଲରି ଟ୍ରକରେ ଲଦା ହୋଇ ଆସିଛି ଏକ ଭଙ୍ଗା ଏରୋପ୍ଲେନ । ଏହି ଏରୋପ୍ଲେନ ଦେଖିବା ପାଇଁ ସହରରେ ଚହଳ ପଡିଯାଇଛି । ବାଘ ନଦେଖିଲେ ବିଲେଇ ଦେଖ ପରି ପୁରୀରେ ଏୟାରପୋର୍ଟ ହୋଇପାରୁନଥିବା ବେଳେ ଏହି ଭଙ୍ଗା ଉଡାଜାହାଜ ଦେଖାଇ ମନ ବୁଝାଇବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି । ଷ୍ଟର୍ଲିଙ୍ଗ ନିକଟ ମଙ୍ଗଳାନଦୀ ଉପରେ ସୁ ଉଚ୍ଚ ବ୍ରିଜ ନିର୍ମାଣ ଶେଷ ହେଲାଣି ।















