ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜୁଲାଇ ୨୭ ରୁ ନିଳାଦ୍ରୀ ବିଜେ ପରେ ସରିଗଲାଣି ରଥଯାତ୍ରା | ଏବେ ସହର ର ବଡଦାଣ୍ଡ, ସାହିଗଳିକନ୍ଦି ରୁ ଅଳିଆ ଆବର୍ଜନା ସଫା ହୋଇନାହିଁ | ବଡଦାଣ୍ଡ ର ଦୁଇ ପାର୍ଶ୍ୱରେ ରହିଛି ଡ୍ରେନ | ଡ୍ରେନ ଓ ଡ୍ରେନ ର ସ୍ଲାପ ରାସ୍ତା ଠାରୁ ଦେଢ଼ ଫୁଟ ଉଚ୍ଚାରେ ରହିଛି | ନୀଳାଦ୍ରିବିଜେ ଦିନ ପ୍ରବଳ ବର୍ଷା ରେ ବଡଦାଣ୍ଡ ର ଦୃଶ୍ୟ ନଦୀବନ୍ୟା ପରି ହୋଇଥିଲା |















