• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଶାସନର ସବୁ ବ୍ଯବସ୍ଥା ଫେଲ ବଡଦାଣ୍ଡ ପାଲଟିଲା ମାଳିନୀ ନଦୀ

Proprietor Abhimanyu Maharana by Proprietor Abhimanyu Maharana
July 27, 2026
in ଓଡ଼ିଶା, ପୁରୀ, ହୋମ୍
0
ପ୍ରଶାସନର ସବୁ ବ୍ଯବସ୍ଥା ଫେଲ ବଡଦାଣ୍ଡ ପାଲଟିଲା ମାଳିନୀ ନଦୀ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ମହାପ୍ରଭୁଙ୍କ ରଥଯାତ୍ରାର ଶେଷ ଦିନ ନୀଳାଦ୍ରି ବିଜେ ପୂର୍ବରୁ ବର୍ଷା ଯୋଗୁ ବଡଦାଣ୍ଡ ମାଳିନୀ ନଦୀର ଭ୍ରମ ସୃଷ୍ଟି କରିଥିଲା । ହଜାର ହଜାର ବାଇକ ଓ ସ୍କୁଟି ବଡଦାଣ୍ଡରେ ବୁଡି ରହିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ରଥଯାତ୍ରା ବୈଠକରେ ବର୍ଷା ହେଲେ ଜଳ ନିଷ୍କାସନ କରିଦେବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଫେଲ ମାରିଲା । ପମ୍ପ ସେଟ ଅଛି ପାଇପ ପଡିଛି ହେଲେ ସେସବୁ କିଛି କାମ ଦେଲାନି ।

ପ୍ରବଳ ବର୍ଷା ଯୋଗୁ ହଜାର ହଜାର ପ୍ଲାଷ୍ଟିକ ବୋତଲ ଭାସିବା ଓ ଅଳିଆ ଆବର୍ଜନା ଦୃଶ୍ଯକୁ ଭକ୍ତ ମାନେ ଦେଖିଥିଲେ । ବଡଦାଣ୍ଡରେ ବଡ କଲବଲ ହୋଇ ରଥଯାତ୍ରୀ ମାନେ ତିନିରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଆଜି ସକାଳୁ ଖରା ହେବାରୁ ଅଧିକ ସଂଖ୍ୟକ ଭକ୍ତ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଛୁଟି ଆସିଥିଲେ । ଚଳିତବର୍ଷ ରଥଯାତ୍ରାରେ ସବୁ ଅବ୍ଯବସ୍ଥାର ସୀମା ଟପିଲା । ମନ୍ଦିର ପାଖରୁ ମଠବାଡି ଭାଙ୍ଗି ଯାଇଥିବାରୁ ଶ୍ରଦ୍ଧାଳୁ ମାନେ ଓଦା ସରସରରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ବଡଦାଣ୍ଡ ବଳଗଣ୍ଡି ଠାରେ ବର୍ଷାଜଳ ସୁଅରେ ଅନେକ ବାଇକ ଲେଉଟି ପଡିଥିବା ଦେଖିବାକୁ ମିଳିଥିଲା । ନଳା ଭିତରୁ ପଙ୍କ ଆସି ଦାଣ୍ଡରେ ଭାସୁଥିଲା । ଟାଉନହଲ ରଥଯାତ୍ରା ବୈଠକରେ ସବୁ ବ୍ଯବସ୍ଥା ଠିକ ଅଛି କହି ସୁନ୍ଦର ଭାବେ ବୁଝାଉଥିବା ଅଧିକାରୀ ବର୍ଷା ବେଳେ ଦେଖାନଥିଲେ । ଶେଷ ଦିନରେ ଜଗା ଦେଖାଇଲା କଣ କାମ ହୋଇଛି । ଲୋକନାଥ ରୋଡ ଛପନ ଛକରେ ବର୍ଷାଜଳ ସୁଅରେ ଏକ ଲାଇନ ଖୁଣ୍ଟ ଅଧା ନଇଁ ପଡିଛି ।

ଡ୍ରେନ ଭିତରେ ଅଧିକାଂଶ ଘରକୁ ପାଣି ପାଇପ ଯାଇଥିବାରୁ ସେଥିରେ ଅଳିଆ ଲାଗି ପଙ୍କରେ ପୋତି ହୋଇଥିବାରୁ ତାହା ଜଳ ନିଷ୍କାସନରେ ବାଧକ ସାଜିଛି । ଡ୍ରେନ ରାସ୍ତା ଠାରୁ ଫୁଟେ ଉଚ୍ଚାରେ ରହିବାରୁ ଡ୍ରେନ ପାଣି ରାସ୍ତାକୁ ଆସୁଛି । ଡ୍ରେନ ସଠିକ ଭାବେ ନିର୍ମାଣ ହୋଇନଥିବାରୁ ବର୍ଷା ହେଲେ ସମସ୍ଯା ସୃଷ୍ଟି ହେଉଛି । ତୁହାକୁ ତୁହା ବର୍ଷା ଯୋଗୁ ସିଦ୍ଧମହାବୀର,ଭାରତୀପୁର, ସେନାପତି ବଗିଚା, କୁମୁଟିପାଟଣା, ଟିକରପଡା, ଗୁଣ୍ଡିଚା ବିହାର, ରାମଚଣ୍ଡୀ ବାଲିକୁଦ ବସ୍ତି, ସର୍ବୋଦୟ ନଗର,ମଧୁବନ, ମାଟିତୋଟା,

ସୁଜାତାନଗର ସମେତ ଅବକାଶ ଲେନ, ରାୟବାହାଦୁର ଲେନ,ଷ୍ଟେସନ ଅଞ୍ଚଳ ବସ୍ତି ଓ ସାହି ମାନଙ୍କରେ ବର୍ଷାଜଳ ଜମୁଥିବାରୁ ଯାଆଆସ କରିବା ପାଇଁ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଲାଗି ରହିଥିବାରୁ ବଡଦାଣ୍ଡ ସମେତ ନବକଳେବର ରୋଡ, ଚକ୍ରତୀର୍ଥ ରୋଡ, ବଳିଆପଣ୍ଡା, ମଙ୍ଗଳାଘାଟ , ଭିଆଇପି ରୋଡ ଓ ବେଳାଭୂମି ରାସ୍ତାଘାଟରେ ଭକ୍ତ, ଶ୍ରଦ୍ଧାଳୁ ,ତୀର୍ଥଯାତ୍ରୀ, ପର୍ଯ୍ୟଟକ ମାନେ ବର୍ଷାରେ ଭିଜିଥିବା ଦେଖିବାକୁ ମିଳିଛି ।

ବଡଦାଣ୍ଡରେ ପସରା ପକାଇଥିବା ସାମଗ୍ରୀ ହଇରାଣ ହରକତ ହେବା ସହ ମୁଣ୍ଡରେ ହାତଦେଇ ବସିଛନ୍ତି । ଜରି ଛତା ଧରି ଲୋକ ମାନେ ଯାଆଆସ କରୁଛନ୍ତି । କାଦୁଆ ପଚପଚ ସ୍ଥାନରେ ପାଣି ଜମବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ବଡଦାଣ୍ଡ ସମେତ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବର୍ଷାରେ ଭିଜି ଭିଜି ଏଣେତେଣେ ଯାଆଆସ କରୁଥିବା ଦେଖିବାକୁ ମିଳିଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ

ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ

September 11, 2026
ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

September 11, 2026
Hectic Preparations on to launch Prabasi Odias Data Bank

 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି 

September 11, 2026
Hectic Preparations on to launch Prabasi Odias Data Bank

Hectic Preparations on to launch Prabasi Odias Data Bank

September 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ

ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ

September 11, 2026
ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

September 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version