• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

Proprietor Abhimanyu Maharana by Proprietor Abhimanyu Maharana
July 2, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା
Share on FacebookShare on TwitterWhatsapp

ଖୋରଧା-ଜଟଣୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଦୀର୍ଘ ଦିନରୁ ନିରୁଦିଷ୍ଟ ଥିବା ଯୁବକ ଉଦ୍ଧାର, ସୂଚନା ପାଇ ପରିବାର ଲୋକେ ପହଞ୍ଚି ଫେରି ପାଇଲେ ନିଜ ପୁଅକୁ । କୋହ ଭରା କଣ୍ଠରେ ସାଧୁବାଦ୍ ଜଣାଇଲେ ସ୍ଥାନୀୟ ଲୋକ, ଜଟଣୀ ଥାନା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ସଦନକୁ । ପ୍ରାପ୍ତ ସୂଚନା ଅନୁସାରେ ବିହାର ମୁଜାଫରପୁର ମୋତିହାରି ଅଞ୍ଚଳର ୨୦ ବର୍ଷୀୟ ଯୁବକ ନିତେଶ କୁମାର ମାନସିକ ଅସ୍ଥିରତା ଯୋଗୁଁ ଘରୁ ପ୍ରାୟ ଦୁଇମାସ ହେବ କେଉଁଆଡ଼େ ଚାଲିଯାଇଥିବା ବାପ ଛେଉଣ୍ଡ ପିଲା ନିତେଶ କୁମାର ସମ୍ପର୍କରେ ମୋତିହାରି ଥାନାରେ ସୂଚନା ଦେଇଥିଲେ ମାଆ କୁନ୍ତୀ ଦେବୀ ।

ବିହାର ମୋତିହାରି ପୋଲିସ ଓ ପରିବାର ଲୋକ ନିରୁଦିଷ୍ଟ ନୀତିଶକୁ ନେଇ ବ୍ୟସ୍ତ, ଖୋଜା ଖୋଜି କରୁଥିବାବେଳେ ସୌଭାଗ୍ୟ ବଶତଃ ଗତ ୨୩ ତାରିଖ ରାତିରେ ଅରଗୁଳ ଷ୍ଟେସନ୍ ଓ ଲେବୁଲ କ୍ରସିଙ୍ଗ ନିକଟରେ ରେଳ ଧାରଣା ଉପରେ ଏଣେ ତେଣେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଟଣୀ ପୋଲିସ ଜିମା ଦେଇଥିଲେ । ପୋଲିସ୍ ସମ୍ପୃକ୍ତ ଯୁବକକୁ ବାଛରା ସ୍ଥିତ ସେବାସଦନ୍ ଗୃହରେ ରଖାଇଥିଲେ ।

ଉକ୍ତ ଯୁବକ ଜଣକ ଏକ ମୋବାଇଲ୍ ନମ୍ବର ଦେଇଥିଲା ଯାହାକୁ ସାମ୍ବାଦିକ ଇଫତେଖାର ଅଲ୍ଲୀ ପାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ । ଫୋନରେ କଥାବାର୍ତ୍ତା ସମୟରେ ଜଣାପଡିଲା ଉକ୍ତ ଯୁବକ ନିରୁଦିଷ୍ଟ ଅଛି।ତାକୁ ଖୋଜା ଚାଲିଛି । ସାମ୍ୱାଦିକ ଶ୍ରୀ ଅଲ୍ଲୀଙ୍କ ଠାରୁ ସୁଚନା ପାଇ ଆଜି ବୁଧବାର ଦିନ ସମ୍ପୃକ୍ତ ଯୁବକର ମାଆ କୁନ୍ତୀ ଦେବୀ ଓ ଭିଣୋଇ ଅରୁଣ କୁମାର ଜଟଣୀରେ ପହଞ୍ଚିଥିଲେ । ଶ୍ରୀ ଅଲ୍ଲୀ ତାଙ୍କୁ ଜଟଣୀ ଥାନା ଓ ସେବାସଦନ ଠାରେ ନେଇ ପହଞ୍ଚିଥିଲେ ।

ବିଭିନ୍ନ ପ୍ରମାଣପତ୍ର ଦେଖାଇ ତାଙ୍କ ପୁଅକୁ ନେଇ ବିହାର ମୁଜାଫରପୁର ମୋତିହାରି ଫେରିଯାଇଛନ୍ତି । ପୁଅକୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ପାଇ କୋହ ଭରା କଣ୍ଠରେ ମାଆ କୁନ୍ତୀ ଦେବୀ ସାମ୍ୱାଦିକ ଇଫତେଖାର ଅଲ୍ଲୀ, ଜଟଣୀ ଥାନା ଓ ନିଶୁଳ୍କ ସେବା ଯୋଗାଇଥିବା ସେବା ସଦନର ପରିଚାଳନା ନିର୍ଦେଶକ ଦେବାଶିଷ ପ୍ରଧାନ ଏବଂ ଅରଗୁଳର ମଧୁସୂଦନ ବେହେରା, ଅଯୋଧ୍ୟା ସୁରଜିତ ପ୍ରମୁଖଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

July 2, 2026
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

July 2, 2026
ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ

July 2, 2026
ପାଣି ଘେରରେ ୧୧ନଂ ୱାର୍ଡବାସୀ,ଜଳ ନିଷ୍କାସନ ବ୍ୟବସ୍ଥା କରି ନ ପାରି ଫେରିଗଲେ ଦମକଳ ବାହିନୀ

ପାଣି ଘେରରେ ୧୧ନଂ ୱାର୍ଡବାସୀ,ଜଳ ନିଷ୍କାସନ ବ୍ୟବସ୍ଥା କରି ନ ପାରି ଫେରିଗଲେ ଦମକଳ ବାହିନୀ

July 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

ନିରୁଦିଷ୍ଟ ଯୁବକ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ : ସେବା ସଦନର ଭୂମିକାକୁ ସାଧାରଣରେ ପ୍ରଶଂସା

July 2, 2026
ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ରୋଗୀ ସେବା ବାଧାପ୍ରାପ୍ତ

July 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version