ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମେ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ରଶ୍ମିରେଖା ମିଶ୍ର । ସଂଯୋଜନା କରିଥିଲେ ବିଜନବାଳା ପାଟଯୋଷି । ସୁନନ୍ଦା ମିଶ୍ର, ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,

ବିଜନବାଳା ପାଟଯୋଷି,ସୁକାନ୍ତ ଦାଶ, କୃପାସିନ୍ଧୁ ମଲ୍ଲିକ ବନ୍ଦିତା ଦାସ ,ରଶ୍ମିରେଖା ମିଶ୍ର ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ମୌସୁମୀ ଦାସ ଗଳ୍ପ ଓ ସୁଶାନ୍ତ ଧର ପ୍ରବନ୍ଧ ପାଠ କରିଥିଲେ । ପରିଷଦର ବାର୍ଷିକ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ସଭା ସହିତ ପରିଷଦର ମୁଖପତ୍ର 'ସୃଜନର ପାହାଚ'ର

ସଫଳ ପ୍ରକାଶନ ଆଗାମୀ ଦିନରେ କିପରି ସୁରୁଖୁରୁରେ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ସହଯୋଗ କରିଥିଲେ ପ୍ରଦ୍ୟୁମ୍ନ କୁମାର ମୁଦୁଲି ଓ ସୁସ୍ମିତା ମିଶ୍ର । ସଭା ଶେଷରେ ଧନ୍ୟବାଦ ଅ ର୍ପଣକରିଥିଲେ ମାଙ୍ଗଳୀକା ଦାସ । ପରିଷଦର ୟୁ ଟ୍ୟୁବ ପତ୍ରିକା ର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ଅନୁରୋଧ କରିଥିଲେ ।