• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବୋଲଗଡ଼ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସ୍ୱତନ୍ତ୍ର ସାଧାରଣ ସଭା ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
May 26, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବୋଲଗଡ଼ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସ୍ୱତନ୍ତ୍ର ସାଧାରଣ ସଭା ଅନୁଷ୍ଠିତ
Share on FacebookShare on TwitterWhatsapp

ବୋଲଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସଦର ମହକୁମାସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ହୁଲ୍ଲାସ ଚୌଧୁରୀଙ୍କ ଆବାହକତ୍ୱରେ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ସ୍ୱତନ୍ତ୍ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ସଭାପତି ସୌରାଂଶୁ ପରିଡାଙ୍କ ପୌରହିଁତରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ପରିଚାଳନା ପରିଷଦର ଉପସଭାପତି ବିମଳା ମହାରଣା,

ସଦସ୍ୟ ଲଲାଟେନ୍ଦୁ କେଶରୀ ସିଂହ, ବୀର କିଶୋର ଦାସ, ସ୍ଵପ୍ନେଶ୍ଵର ଚମ୍ପତି, ବୀର କିଶୋର ସାହୁ, ପ୍ରହଲ୍ଲାଦ ମହାପାତ୍ର, କୃପାସିନ୍ଧୁ ବାରିକ, ପ୍ରସନ୍ନ କୁମାର ସାହୁ, ଉଚ୍ଛବ ଘଡେଇ, କୃଷ୍ଣ ଚନ୍ଦ୍ର ସୁବୁଦ୍ଧି, ରାମ ପାଳ ପ୍ରମୁଖ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ! ଖୋର୍ଦ୍ଧା ଜିଲ୍ଲାରେ ୮ ଟି ସମବାୟ ସମିତି ମଧ୍ୟରୁ ବୋଲଗଡ଼ କୃଷି ସେବା ସମବାୟ ସମିତିର ଚାଷୀମାନଙ୍କର କ୍ରୟ ଓ ବିକ୍ରୟ ଲାଭଂଶ ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ସୁବଣ୍ଟନ ପାଇଁ ଏହି ବୈଠକର ମୂଳ ଲକ୍ଷ ବୋଲି ମୁଖ୍ୟଅତିଥି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ମହାପାତ୍ର ସମସ୍ତ ଚାଷୀମାନଙ୍କୁ ପରାମର୍ଶ ଦେଇଥୁଲେ !

ଏହି ସ୍ୱତନ୍ତ୍ର ସାଧାରଣ ସଭାରେ ବୋଲଗଡ଼ କୃଷି ସମବାୟ ସମିତିର ୫୦ରୁ ଉର୍ଦ୍ଧ ଚାଷୀମାନେ ଯୋଗଦେଇ ଆଗାମୀ ଦିନରେ ବୋଲଗଡ଼ କୃଷି ସମବାୟ ସମିତିର କିଭଳି ଅଧିକ ଲାଭଂଶ ବାହାରିବ ସେ ବିଷୟରେ ମତ ରଖିଥିଲେ ! ପରିଶେଷରେ ପରିଚାଳନା ପରିଷଦର ଉପସଭାପତି ବିମଳା ମହାରଣା ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ !

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

May 26, 2026
ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

May 26, 2026
ବୀର ନରସିଂହପୁର ମା ଦକ୍ଷିଣକାଳୀ ଙ୍କ ପୂଜକ ଓ ପରମଭକ୍ତ ଗିରିଶ ଚନ୍ଦ୍ର ବାନାର୍ଜୀ

ବୀର ନରସିଂହପୁର ମା ଦକ୍ଷିଣକାଳୀ ଙ୍କ ପୂଜକ ଓ ପରମଭକ୍ତ ଗିରିଶ ଚନ୍ଦ୍ର ବାନାର୍ଜୀ

May 26, 2026
ଶିଶୁ ଆଙ୍କିଲେ ସଂସ୍କୃତି ଓ ପରମ୍ପରର ଗାଥା

ଶିଶୁ ଆଙ୍କିଲେ ସଂସ୍କୃତି ଓ ପରମ୍ପରର ଗାଥା

May 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

Pranati Nayak of Odisha AM/NS India Gymnastics High Performance Centre wins silver at FIG World Challenge Cup 2026

May 26, 2026
ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

ରଥଯାତ୍ରା ରେ ପାରସ୍ପରିକ ସମନ୍ୱୟ ରେ ସ୍ବାସ୍ଥ୍ୟ ସେବା କୁ ଅଧିକ କ୍ରିୟାଶୀଳ କରାଯିବ : ଜିଲ୍ଲାପାଳ

May 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version