ନାଚୁଣୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା ଆରକ୍ଷୀ ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଛନ୍ତି । ଏହି ଥାନା ର ପ୍ରାକ୍ତନ ଭାରପ୍ରାପ୍ତ ଅଧିକାରୀ
ଚନ୍ଦ୍ରଶେଖର ଜେନା ଙ୍କ ସ୍ଥାନାନ୍ତର ପରେ ସେହି ସ୍ଥାନରେ ଶ୍ରୀ ମହାପାତ୍ର ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ଙ୍କର ଜିଲ୍ଲା ସାଇବର ଥାନା କୁ ବଦଳି ହୋଇ ଥିବା ବେକେ ଶ୍ରୀ ମହାପାତ୍ର ସେହି ସ୍ଥାନରୁ ଆସି ନାଚୁଣୀ ଥାନାରେ ଅବସ୍ଥାପିତ ହୋଇଛନ୍ତି ।














