• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋହଳ ହେଲା ଛାଡପତ୍ର ପ୍ରାପ୍ତ ମହିଳାଙ୍କ ପାଇଁ ପରିବାର ପେନସନ ନିୟମ

Proprietor Abhimanyu Maharana by Proprietor Abhimanyu Maharana
September 28, 2020
in Uncategorized
0
କୋହଳ ହେଲା ଛାଡପତ୍ର ପ୍ରାପ୍ତ ମହିଳାଙ୍କ ପାଇଁ ପରିବାର ପେନସନ ନିୟମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଭୁବନେଶ୍ବର   :- ଛାଡପତ୍ର ପାଇଥିବା ମହିଳାମାନେ ଯେପରି ସହଜରେ ପରିବାର ପେନସନ ପାଇପାରିବେ ସେ ସମ୍ପର୍କିତ ନିୟମ କୋହଳ କରାଯାଇଥିବା କେନ୍ଦ୍ର ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଜଣେ ମହିଳା ଛାଡପତ୍ର ମାମଲାରେ ନିଷ୍ପତ୍ତି ଚୂଡାନ୍ତ ହୋଇନଥିଲେ ମଧ୍ୟ ପରିବାର ପେନ୍ସନ ପାଇବାକୁ ହକଦାର ହେବେ କିନ୍ତୁ ସେ ଛାଡ଼ପତ୍ର ଆବେଦନ କରିଥିବା ଆବଶ୍ୟକ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଦ୍ୱାରା କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବିଷୟରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଡଃ ସିଂ କହିଛନ୍ତି ଯେ ପୂର୍ବରୁ ଛାଡପତ୍ର ମାମଲା ନିଷ୍ପତ୍ତି ଚୂଡାନ୍ତ ହୋଇଥିବା କ୍ଷେତ୍ରରେ ମହିଳାଙ୍କୁ ପରିବାର ପେନ୍ସନ୍ ପ୍ରଦାନ କରିବା ନିୟମ ଥିଲା। ସେ କହିଛନ୍ତି ଯେ ଏହି ନୂତନ ସଂସ୍କାର ଅନୁଯାୟୀ ଏହା କେବଳ ପେନ୍ସନ୍ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଜୀବନରେ ସହଜତା ଆଣିବ ନାହିଁ ବରଂ ସମାଜରେ ଛାଡପତ୍ର ପାଇଥିବା ମହିଳାମାନଙ୍କ ପାଇଁ ସମାନ ଅଧିକାର ମଧ୍ୟ ସୁନିଶ୍ଚିତ କରିବ।ଡଃ ସିଂ କହିଛନ୍ତି

ଯେ ପିତାମାତାଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ପିଲା କିମ୍ବା ଭାଇଭଉଣୀଙ୍କୁ ପରିବାର ପେନ୍ସନ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ଦିବ୍ୟାଙ୍ଗ ପେନ୍ସନ୍ଭୋଗୀଙ୍କ ପାଇଁ ଜୀବନ ଅତିବାହିତ କରିବାକୁ ଡଃ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଏ କ୍ଷେତ୍ରରେ ସହାୟକଙ୍କ ଭତ୍ତା ମାସକୁ ୪୫୦୦ରୁ ୬ ହଜାର ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।ମନ୍ତ୍ରୀ କହିଛନ୍ତି, ପେନସନ୍ ବିଭାଗ ଦ୍ୱାରା ନିଆଯାଇଥିବା ଅନ୍ୟତମ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଅବସର ପରେ ନିଜ ପିଲାମାନଙ୍କ ସହିତ ବିଦେଶ ଗସ୍ତରେ ଯାଇଥିବା ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବିଦେଶରେ ସଂପୃକ୍ତ ବ୍ୟାଙ୍କ ଶାଖା ଏବଂ ଭାରତୀୟ ଦୂତାବାସ, କନସୁଲେଟ୍ ଏବଂ ହାଇ କମିଶନଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଏବଂ ସେଠାରେ ଫ୍ୟାମିଲି ପେନସନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି

ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି

July 4, 2026
ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

July 3, 2026
TPCODL Gears Up for Rath Yatra 2026 with Robust Power Preparedness in Puri

TPCODL Gears Up for Rath Yatra 2026 with Robust Power Preparedness in Puri

July 3, 2026
TPWODL Strengthens Power Network to Ensure Reliable Electricity Supply During Monsoon

TPWODL Strengthens Power Network to Ensure Reliable Electricity Supply During Monsoon

July 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି

ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି

July 4, 2026
ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର

July 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version