ବାଣପୁର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ନିକଟସ୍ଥ ବରପାଟଣା ସ୍ଥିତ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି.।

ଗତ ଶନିବାର ଠାରୁ ଏକ ଶହ ଆଠ କଳସ ବରଣ କରାଯାଇ ବୈଦିକ ପୂଜା ଓ ଉପଚାର ଭିତରେ ଏହି ଧାର୍ମିକ ଅନୁଷ୍ଠାନ ସମ୍ପନ୍ନ କରାଯାଇଥିଲା। ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।















