• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନ : ଉତ୍କଳ ହସ୍ପିଟାଲ ଓଡିଶାରେ ନୂତନ ଇତିହାସ ରଚିଲେ

Proprietor Abhimanyu Maharana by Proprietor Abhimanyu Maharana
April 18, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନ : ଉତ୍କଳ ହସ୍ପିଟାଲ ଓଡିଶାରେ ନୂତନ ଇତିହାସ ରଚିଲେ
Share on FacebookShare on TwitterWhatsapp

ଗୋଟିଏ ମାସରେ ୩ଟି କାଡାଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ସଂପନ୍ନ କରି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) ଉତ୍କଳ ହସ୍ପିଟାଲ :- ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନର ହୋଇଯାଇଅଛି ଏହି ଅବସରରେ ସଚେତନେତା ପାଇଁ ଆଜି ପ୍ରାତଃ କାଳରେ ଏକ ମିନି ମାରାଥନର ଅୟୋଜନ ହୋଇଥିଲା ଏଥିରେ ୩୦୦ ଜଣ ମହିଳା ଏବଂ ପୁରୁଷ ଭାଗନେଇଥିଲେ l ଏହି ବର୍ଷର ଥିମ୍ ହେଉଅଛି ସୋଲିଡ ହାବିଟସ୍ ଷ୍ଟ୍ରଙ୍ଗ ଲିଭର୍ (Solid Habits Strong Liver) ଏହି ମାରାଥନ କୁ ମୁଖ୍ୟ ଅତିଥି ରେସିଡେଣ୍ଟ ଏଡିଟର୍ ଏସିଆନ୍ ଏଜ ଏବଂ ଡେକାନ କ୍ରୋନିକଲ୍ ଶ୍ରୀ ଅକ୍ଷୟ କୁମାର ସାହୁ ଏବଂ ସମ୍ମାନୀୟ ଅତିଥି SOTTO ର ଜଏଣ୍ଟ ଡାଇରେକ୍ଟର ଡା ବିଭୂତିଭୂଷଣ ନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ l

ଏହି ଅବସରରେ ଉତ୍କଳ ହସ୍ପିଟାଲର ସିଇଓ,ଶ୍ରୀ ବି. କେ. ସୁବୋଧ ସିଂହ, ଡା ସଲିଲ ପରିଡା,ଡ଼ା ଅନନ୍ତ କୁମାର ଅଗସ୍ତି, ଡା ବିଜୟ ମିଶ୍ର ଏବଂ ଡା ମଳୟ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଏହି ସଚେତନେତା ମାରାଥନର ପ୍ରଥମ ପ୍ରତିଯୋଗୀ ନୟାଗଡ଼ର ଶୁଭମ୍ ବେହେରା, ୨୦ ବର୍ଷ, ଦ୍ୱିତୀୟ କଳାହାଣ୍ଡିର ରୋଶନ ମାଝୀ,୧୯ ବର୍ଷ ଏବଂ ତୃତୀୟ ଦୋଳମଣି ଚିରଗୁନ୍,୧୮ ବର୍ଷ ଙ୍କୁ ମୂଖ୍ୟ ଅତିଥି ଶ୍ରୀ ସାହୁ ମେଡାଲ ପ୍ରଦାନ କରିଥଲେ ଏବଂ ସମସ୍ତଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ଏଵଂ ଉତ୍କଳ ହସ୍ପିଟାଲକୁ ସାଧୁବାଦ ପ୍ରଦାନ କରିଥିଲେ l

ଏକ ଉଲେଖନୀୟ ସଫଳତା କ୍ରମେ,ଉତ୍କଳ ହସପିଟାଲ ମାର୍ଚ୍ଚ ୨୦୨୬ ମାସରେ ସଫଳତାର ସହ 3ଟି କାଡାଭେରିକ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିଛି । ଏହା ଓଡିଶା ପାଇଁ ଗୌରବର ବିଷୟ ଓ ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଏକ ବଡ଼ ପଦକ୍ଷେପ । ଏହି ସଫଳତା ଓଡିଶାର ଲୋକମାନଙ୍କ ମଧ୍ୟରେ ଅଙ୍ଗଦାନ ପ୍ରତି ବୃଦ୍ଧିଶୀଳ ସଚେତନତା କୁ ପ୍ରକାଶ କରୁଛି । ଏହା ପ୍ରମାଣ କରେ ଯେ, ସାମୁହିକ ପ୍ରୟାସ ମାଧ୍ୟମରେ ଅନେକ ଜୀବନକୁ ନୂତନ ଆଶା ଓ ସୁଯୋଗ ଦିଆଯାଉଅଛି ।

ଏହି ସଫଳତାର ପଛରେ ରହିଛନ୍ତି Dr. Salil Kumar Parida, ଯିଏ ଏକ ପ୍ରସିଦ୍ଧ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ (MS, MCh) ଏବଂ ତାଙ୍କ ନେତୃତ୍ୱରେ କାମ କରୁଥିବା ଉତ୍କଳ ହସ୍ପିଟାଲର ଦକ୍ଷ ଟ୍ରାନ୍ସପ୍ଲାଣ୍ଟ ଟିମ୍ ଯଥା, ଡା ମଳୟ ରଞ୍ଜନ ଧଳ (ଗ୍ୟାଷ୍ଟ୍ର ସର୍ଜନ), ଡା ମୟୂର ଏବଂ ଡା ଜସ୍ମିନ୍(transplant anaesthesia),ଡା.ସୁଶାନ୍ତ କୁମାର ନାୟକ ଓ ଡା ଭକ୍ତି (କ୍ରିଟିକାଲ କେୟାର ସ୍ପେଶିଆଲିଷ୍ଟ)ତାଙ୍କର କ୍ଲିନିକାଲ ଦକ୍ଷତା, ବିକାଶ ଆଧୁନିକ ପ୍ରଯୁକ୍ତି ଓ ସମନ୍ୱିତ ଚିକିତ୍ସା ପ୍ରଣାଳୀ ଏହି ଜଟିଳ ସର୍ଜେରୀଗୁଡ଼ିକୁ ସଫଳ କରିପାରିଛି।

ଉତ୍କଳ ହସ୍ପିଟାଲ ସେହି ମହାନ ଦାତା ପରିବାରମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଦୁଃଖର ସମୟରେ ମଧ୍ୟ ଅଙ୍ଗଦାନ କରି ଅନ୍ୟମାନଙ୍କୁ ନୂତନ ଜୀବନ ଦେଇଛନ୍ତି। ତାଙ୍କର ଏହି ମହାନ କାର୍ଯ୍ୟ ଅନେକ ପରିବାରରେ ପୁନଃ ହସ ଫେରାଇଛି। ଏହି ସଫଳତା ପାଇଁ State Organ and Tissue Transplant Organization ଓ Government of Odishaଙ୍କର ଅମୂଲ୍ୟ ସହଯୋଗକୁ ମଧ୍ୟ ଉତ୍କଳ ହସ୍ପିଟାଲ କୃତଜ୍ଞତା ସହ ସ୍ୱୀକାର କରୁଛି। ତାଙ୍କର ସମନ୍ୱୟ ଓ ସମର୍ଥନ ଏହି ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିଛି ।

ଏହି ମାଇଲସ୍ଟୋନ ସହିତ, ଉତ୍କଳ ହସ୍ପିଟାଲ ଓଡିଶାରେ ସର୍ବାଧିକ ଲିଭର ଟ୍ରାନ୍ସପ୍ଲାଣ୍ଟ କରୁଥିବା ଅଗ୍ରଣୀ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ହସ୍ପିଟାଲ ଆଗାମୀ ଦିନରେ ମଧ୍ୟ ଅଙ୍ଗଦାନ ସଚେତନତା ବଢ଼ାଇବା ଓ ଉଚ୍ଚମାନଙ୍କର ଚିକିତ୍ସା ସେବା ଦେବାରେ ପ୍ରତିବଦ୍ଧ । ଅଙ୍ଗଦାନ ଏକ ମହାନ କାର୍ଯ୍ୟ। ଜଣେ ଦାତା ଅନେକ ଜୀବନକୁ ବଞ୍ଚାଇପାରନ୍ତି । ଏହା ଦୁଃଖକୁ ଆଶାରେ ପରିଣତ କରେ ଓ ଅନେକ ପରିବାରକୁ ପୁନଃ ଖୁସି ଦେଇଥାଏ । ସମସ୍ତଙ୍କୁ ଏହି ମହାନ ଅଭିଯାନରେ ଆଗକୁ ଆସିବା ପାଇଁ ଉତ୍ସାହିତ କରାଯାଉଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version