No Result
View All Result
ପିପିଲି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗର୍ଭବତୀ ମା,ର ଜତ୍ନ ଓ ଶିଶୁର ସୁରକ୍ଷା ଦେବା ଏବଂ ଶିଶୁ ଓ ମା, ର ମୃତ୍ୟୁ ହାରକୁ କିପରି କମ କରାଯାଇପାରିବ ସେ ସଂପର୍କରେ ଏକ ସ୍ଵାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ପୁରୀ ଜିଲ୍ଲା ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାକକ୍ଷ ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରେମଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର,

ସୁପର ଭାଇଜର ଶ୍ରୀମତୀ କାଦମ୍ବିନୀ ପଣ୍ଡା,PHCO ବୈଦ୍ୟନାଥ ମିଶ୍ର,BPM ବିଷ୍ଣୁପ୍ରିୟା ସ୍ୱାଇଁ,MPHWF ସ୍ଵର୍ଣ୍ଣଲତା ମହାନ୍ତି, ମେଡ଼ିକାଲ ମ୍ୟାନେଜର ମନୋଜ କୁମାର ପାଣି, ଓଡିଶାର ସୁମନ co-ordinator ଶ୍ରୀଧର ବେହେରା, କଟକ ଜିଲ୍ଲା ସୁମନ ଭଲ୍ୟୁଣ୍ଟର ସ ବିପିନ ବିହାରୀ ଦାସ,
ବ୍ରହ୍ମଗିରି ବ୍ଲକ ସୁମନ ସହଯୋଗୀ । ସ୍ୱପ୍ନାରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସୁମନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦ ଟି ସ୍ଵାସ୍ଥ୍ୟ ଉପ କେନ୍ଦ୍ରର ସୁମନ ସୋଛାସେବିମାନେ ଯୋଗ ଦେଇଥିଲେ ।

No Result
View All Result