ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଅନ୍ନଦାତା ଙ୍କ ଅଧିକାର କୁ ସୁରକ୍ଷିତ ରଖିବା ସହ ଚାଷୀଙ୍କୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରାଯିବା ଉଚିତ୍ ବୋଲି ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଶିଶୁ ଅନନ୍ତ କଲେଜ ପଡିଆରେ ଆୟୋଜିତ ଚାଷୀ ସମାବେଶ ରେ ବକ୍ତମାନେ ମତ ବ୍ୟକ୍ତ କରିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ଓକିଲ ସୌମେନ୍ଦ୍ର ରାୟ ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚଗଲା ବାବା,















