ଵାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅନ୍ତ ର୍ଯ୍ୟାମୀ ମହାରଣା ଙ୍କ ର ପରଲୋକ ହୋଇଯାଇଛି । କିଛି ଦିନ ଧରି ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିଲେ । ଗତ ଶନିବାର ତାଙ୍କ ର ପରଲୋକ ହେ।ଇଯାଇଛି ।
ତାଙ୍କର ମ୍ରୂତ୍ୟୁରେ ଏ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି. ଜଣେ ଉତ୍ତମ ଚିକିତ୍ସକ ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ । ସରକାରୀ ଚାକିରୀ ଛାଡି ସେ ନିଜେ ଆ ଭା ହସ୍ପିଟାଲ ଚିଲିକା ନାଭଲ ଠାରେ ଖୋଲି ରୋଗୀ ସେବା କରୁଥିଲେ । ଏମ୍ସ ରୁ ତାଙ୍କର ମୃତ ଶରୀର କୁ ପୁରୀ ସ୍ବର୍ଗଦ୍ୱାର କୁ ନିଆଯାଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।














