ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ସାକ୍ଷାତ କରି ପାରଳାଖେମୁଣ୍ଡି ସହରର ନିକଟତମ ଅଞ୍ଚଳରେ ଏକ ମିନି ବିମାନ ବନ୍ଦର ସ୍ଥାପନ ପାଇଁ ଦାବି ଜଣାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ । ଏଠାରେ ଉଲ୍ଲେଖଯୋଗ୍ୟଯେ ପାରଳାଖେମୁଣ୍ଡି ବିଧାନସଭା ଆସନର ପଡୋଶୀ ଆନ୍ଧ୍ରର ପୁରୁଣାପାଟଣା ନିର୍ବାଚନ ମଣ୍ଡଳୀରେ ଏକ















