ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥ ପୁର ଗ୍ରାମର ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା ସ୍ବର୍ଗତ ନାୟକଙ୍କ ସୁପୁତ୍ର ନରତମ ନାୟକଙ୍କ ତତ୍ୱାବଧାନରେ ନିଜ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଜେଡି ଯୁବ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ ସରପଞ୍ଚ ସଚ୍ଚିକାନ୍ତ ଷଡଙ୍ଗୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତିମାନେ ଯୋଗଦେଇଥିଲେ !

ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଶ୍ରଦ୍ଧା ସୁମନ ଅର୍ପଣ କରି ୧ମି ନିରବ ପ୍ରାର୍ଥନ କରିଥିଲେ। ସମସ୍ତ ଅତିଥିମାନେ ସ୍ବର୍ଗତ ବଳରାମ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ! ସ୍ୱର୍ଗତ ବଳରାମ ନାୟକ ଏକାଧାରରେ ସମାଜସେବୀ,ପରୋପକାରୀ,















