ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ କେବଳ ଏହି ତିନି ଦେଶ ନୁହେଁ ସମଗ୍ର ବିଶ୍ୱ ପ୍ରଭାବିତ। ପ୍ରତ୍ୟେକ ଦିନ ଧନ, ଜୀବନ ନଷ୍ଟ ହେବା ସହ ଦୈନଦିନ ଜୀବନରେ ବ୍ୟବହୃତ ବସ୍ତୁ ର ଅହେତୁକ ଦରବୃଦ୍ଧି, ତୈଳ ସଂଙ୍କଟ ଯୁଦ୍ଧ ପରିସ୍ଥିତି କୁ ଆହୁରି ଜଟିଳ କରିଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ସଦର ମହକୁମାରୁ ସାରା ବିଶ୍ୱ ପାଇଁ ଏକ ଶାନ୍ତି ର ବାର୍ତ୍ତା ଦେଇଛି ନୟାଗଡ଼ ସିଭିଲ ସୋସାଇଟ ।















