ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ରଥଙ୍କ ମାତୃ ସୁରେଖା ମଞ୍ଜରୀ ରଥଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁରେଖାଙ୍କୁ ୮୨ ବର୍ଷ ହୋଇଥିଲା । ନୟାଗଡ଼ ଜିଲ୍ଲାର ଚାନ୍ଦପୁର ବାସଭବନରେ ସୁରେଖାଙ୍କ ଶ୍ରଦ୍ଧା କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

ସୁରେଖାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ । ସ୍ୱର୍ଗତ ଆତ୍ମାର ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଚସ୍ପତି ।

ଏହା ସହ ସୁରେଖାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବାଚସ୍ପତି ପ୍ରାର୍ଥନା କରିଛନ୍ତି । ସ୍ବର୍ଗତ ସୁରେଖା ମଞ୍ଜରୀ ଜଣେ ସରଳ,

ନିଷ୍ଠାବାନ ଓ ଅମାୟିକ ମହିଳା ଭାବେ ଅଞ୍ଚଳରେ ସମସ୍ତଙ୍କ ପ୍ରିିୟପାତ୍ର ହୋଇପାରିଥିଲେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଜେପିର ନୟାଗଡ଼ ଜିଲ୍ଲା ସଭାପତି ତାପସ ମାର୍ଥା,ଅଞ୍ଚଳର ବରିଷ୍ଠ ନେତା ମନୋଜ ଦାସ

ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ମହାପାତ୍ର, କଂଗ୍ରେସ ନେତା ବିଭୁ ମିଶ୍ର ଓ ବହୁ ମନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ଦେଇଛନ୍ତି ।