ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇମେଲ ଆସିଥିଲା । ପରେ ପୋଲିସ ଖବର ପାଇ ସିଟି ଡିଏସପିଙ୍କ ତତ୍ତ୍ବାବଧାନରେ ସିବିଚ ଆଇଆଇସି, ସାଇବର ଥାନା ପୋଲିସ, ବମ ସ୍କ୍ବାଡ,ଡଗ ସ୍କ୍ବାଡ ଓ ସାଇଣ୍ଟିଫିକ ଟିମ କୋର୍ଟ ପରିସରରେ ସୋମବାର ପୂର୍ବାହ୍ନରେ ତନତନ ଯାଞ୍ଚ କରିଥିଲେ ।















