ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ଠାରେ ମାନ୍ୟବର ବାଚସ୍ପତି ମହୋଦୟ।, ଶ୍ରୀମତୀ ସୁରମା ପାଢ଼ୀ ଜିଲ୍ଲା ସ୍ଥରୀୟ ହ୍ୟୁମାନ ପାପିଲୋମା ଭାଇରସ (HPV) ସଂକ୍ରମଣ ର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଏହି ଟୀକା କରଣ ବାଳିକା ଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଟୀକା ଦ୍ଵାରା ଆଗାମୀ ଦିନରେ ରେ ଜରାୟୁ ଗ୍ରିବା କର୍କଟ ରୋଗ କୁ ଅଟକାଇ ଯାଇ ପାରିବ । ପ୍ରଥମ ପର୍ଯ୍ୟାୟ ରେ ୩୫୦୦ ଟୀକା ଆସିଥିବା ବେଳେ ଆଗକୁ ସମୁଦାୟ ୧୦୦୦୦ ଟୀକା କରଣ ର ଲକ୍ଷ୍ୟ ରଖା ଯାଇଛି ।

ଏହି ଅଭିଯାନ ଆସନ୍ତା ୩ ମାସ କାଳ ଚାଲିବ, ଏଵଂ୧୪ ରୁ ୧୫ ବର୍ଷ ବୟସ ସମସ୍ତ ବାଳିକା ମାନେ ଏହି ଟୀକା ନେବେ । ଏହି ଅବସର ରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଉପ ଜିଲ୍ଲାପାଳ କର୍ମଦେବ ସମାଦାର୍,
















