ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଅନ୍ତର୍ଗତ ରେତଙ୍ଗ କଲୋନୀ ରେଳ କ୍ୱାଟର ରେ ରହୁଥିବା ଶ୍ରମିକ କଂଗ୍ରେସର ବରିଷ୍ଠ ନେତା କେନ୍ଦ୍ରୀୟ ପଦାଧିକାରୀ ରଜତ ମହାନ୍ତି ଙ୍କ ମାତୃଦେବି ରମା ସ୍ୱାଇଁ ଙ୍କ ୮୬ ବର୍ଷ ବୟସରେ ଆଜି ରବିବାର ସକାଳେ ବିୟୋଗ ଘଟିଛି l ସେ କିଛି ମାସ ହେବ ଅସୁସ୍ଥ ଥିଲେ, ଆଜି ସକାଳୁ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା ଅନୁଭବ କରିଥିଲେ l















