ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ରାୟଗଡ଼ ଥାନା ରେ ନୂତନ ଥାନା ଅଧିକାରୀ ଭାବରେ ଅଶ୍ୱିନ କୁମାର ଭିତିରୀୟା ଯୋଗଦାନ କରିଛନ୍ତି। କିଛି ଦିନ ତଳେ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀ ମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା ।



© 2023 Odisha Taza News.