ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋହନା ଥାନାରେ ଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠି ଏଠାରୁ ବଦଳି ହୋଇ ଗୁରାଣ୍ଡି ଥାନା କୁ ବଦଳି ହୋଇ ଯାଇଛନ୍ତି। ଶ୍ରୀ ପାତ୍ର ଗଞ୍ଜାମ ଜିଲ୍ଲା ର ଖଲିକୋଟ, କୋଦଳା, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ,















