ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶିବାଜୀ ଜୟନ୍ତୀ ଅବସରରେ, ପ୍ରସିଦ୍ଧ ଭାରତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଓଡ଼ିଶାର ପୁରୀରେ ଏକ ରଙ୍ଗୀନ ବାଲୁକା ଆନିମେସନ ସୃଷ୍ଟି କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସମାପ୍ତ ହୋଇଥିବା ଏହି କଳାକୃତିରେ ମହାନ ମରାଠା ଯୋଦ୍ଧା ରାଜାଙ୍କ ସାହସ,















