• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀଜିଲ୍ଲାର ସମସ୍ଯାକୁ ନେଇ ଆନ୍ଦୋଳନ ଓ ବିକ୍ଷୋଭ କରିବ ଯୁବ କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
February 18, 2026
in ଓଡ଼ିଶା, ପୁରୀ, ହୋମ୍
0
ପୁରୀଜିଲ୍ଲାର ସମସ୍ଯାକୁ ନେଇ ଆନ୍ଦୋଳନ ଓ ବିକ୍ଷୋଭ କରିବ ଯୁବ କଂଗ୍ରେସ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଭିଆଇପି ରୋଡ ସ୍ଥିତ ବେନସନ ହୋଟେଲ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଯୁବ କଂଗ୍ରେସ ସରକାରଙ୍କ ବିରୋଧରେ ଯୋରଦାର ଲଢେଇ, ବିକ୍ଷୋଭ, ଆନ୍ଦୋଳନ ସହ ବନ୍ଦ ଡାକରା ଦେବ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଓ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ଅବସରରେ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।ଗତ ନିର୍ବାଚନରେ ଭୋଟ ଚୋରି ସମ୍ପର୍କରେ ଗୁରୁତର ଅଭିଯୋଗ ଅଭିଯୋଗ କରିଥିଲେ ।

ଅନ୍ଯ ରାଜ୍ଯ ଓ ଜିଲ୍ଲାରୁ ଆସି ଭୋଟର କାର୍ଡ କରି ଭୋଟ ଦେବା ପାଇଁ ସମର୍ଥ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ କଲିକତା ,ଝାଡଖଣ୍ଡ, ଛତିଶଗଡ଼ ରୁ ଭୋଟର ଆସି ପୁରୀରେ ଭୋଟ ଦେଇଥିବା ଅଭିଯୋଗ ହୋଇଛି । ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସୁଛନ୍ତି । ତୀର୍ଥଯାତ୍ରୀଙ୍କ ପାଇଁ ଦାନ ସୁତ୍ରରେ ନିର୍ମାଣ ହୋଇଥିବା ପିଲିଗ୍ରିମ ହସପିଟାଲ ଏବେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ନାମରେ ନାମିତ ହୋଇଛି । ସେଠାରେ କୌଣସି ସୁବିଧା ରୋଗୀଙ୍କୁ ମିଳୁନାହିଁ । ଶ୍ରୀଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ ସରୁନାହିଁ, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ଡବଲ ଇଞ୍ଜିନ ସରକାର ଏବେ ପୁରୀରେ ସ୍ବାସ୍ଥ୍ୟସେବା ସଜାଡିବାରେ ଫେଲ ମାରିଛି । ନିର୍ବାଚିତ ପ୍ରତିନିଧି ସାଂସଦ ଓ ବିଧାୟକ ଚିକଣ କଥା କହୁଥିବା ବେଳେ ବଡ ବଡ ସମସ୍ଯା ସମାଧାନ କରିପାରୁ ନାହାନ୍ତି । ପୁରୀ ମେଡିକାଲ କଲେଜର ହସପିଟାଲ ଗୃହ ଶ୍ରୀଘ୍ର ଶେଷ ନକଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପୁରୀରେ ପ୍ରବେଶ କରାଇ ଦିଆଯିବନାହିଁ ବୋଲି ଚେତାବନା ଦେଇଛନ୍ତି । ଲୋକାଲ ବିଧାନସଭା କ୍ଷେତ୍ରୀୟ ଚାଷୀ ସମସ୍ୟା, ଲୋକାଲ ବିଧାନସଭା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ସମସ୍ୟା, ବିଧାନସଭା ଅନ୍ତର୍ଗତ ପଞ୍ଚାୟତ ଓ ଏନଏସିରେ କେଉଁଠି କେତେ ରୋଡକାର୍ଯ୍ୟ ଏବଂ ରାସ୍ତା ଆଲୋକୀ କରଣ,

ପ୍ରତ୍ୟକ ବିଧାନସଭା କ୍ଷେତ୍ରରେ ବେକାରୀ ସମସ୍ୟାକୁ କେନ୍ଦ୍ରକରି ବିକ୍ଷୋଭ ପ୍ରଦର୍ଶନ,ପଞ୍ଚାୟତ ସ୍ତରରେ ଯୋଡୋ ପଞ୍ଚାୟତ ଯୋଡୋ ଯୁବକ କାର୍ଯ୍ୟକ୍ରମ, ମହିଳାଶକ୍ତି କ୍ଳବରେ ଯୁବ ମହିଳାଙ୍କୁ ସାମିଲ କରିବା, ଗାଁ ଗଣ୍ଡାରେ ଭୋଟ ଚୋରି ପ୍ରତି ଜାଗ୍ରତ କରେଇବା ସହ ବୁଥ ଜୋଡୋ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ କଂଗ୍ରେସ ଆପ୍ଲିକେସନରେ ଏଣ୍ଟ୍ରି କରେଇବା – ବୁଥ ସ୍ତରରେ ଯୁବକଙ୍କୁ ଯୋଡିବା,ବିଧାନ ସଭା କ୍ଷେତ୍ରରେ ନିଜସ୍ବ ବଳରେ ଯୁବ କଂଗ୍ରେସର ବୈଠକ କରି ଶତାଧ‌ିକ ଯୁବକଙ୍କୁଯୁବ କଂଗ୍ରେସରେ ସାମିଲ କରାଇବା,ନିଜସ୍ବ ଅଞ୍ଚଳର ଏକ ବଡ ସମସ୍ୟାକୁ କେନ୍ଦ୍ରକରି ଶତାଧ‌ିକ ଯୁବକ ମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା,

ପ୍ରତ୍ୟକ ବିଧାନସଭା କ୍ଷେତ୍ରର ସମସ୍ୟା ଏବଂ କଂଗ୍ରେସର ଦଳୀୟ ପ୍ରଚାରକୁ ସରକାରଙ୍କ ଦୃଷ୍ଟିଗୋଚର କରିବା ନିମନ୍ତେ ୩୦ଟି ଏକ୍ସ ଆପ ଆଇଡି ପ୍ରସ୍ତୁତ କରି ପ୍ରତ୍ୟେକଦିନ ୧୦ ମିନିଟସେଥ‌ିରେ ସମୟ ଦେବା,ରାଜ୍ୟ ଯୁବ କଂଗ୍ରେସ ସଭାପତି, ପ୍ରଭାରୀ ଙ୍କ ସହ ଜିଲ୍ଲା ସଭାପତି ଙ୍କପ୍ରତ୍ୟକ ଟି ପୋଷ୍ଟକୁ ରୀ-ପୋଷ୍ଟ କରିବା ଏବଂ ନିଜ ଅଞ୍ଚଳର ସମସ୍ୟାକୁ ନିଜେ ପୋଷ୍ଟ କରିସମାଧାନ କରିବା । ପଞ୍ଚାୟତସ୍ତର ଠାରୁ – ବ୍ଳକସ୍ତର ଓ ବିଧାନସଭା କ୍ଷେତ୍ରୀୟ ସୋସିଆଲ ମିଡ଼ିଆ ଆକାଉଣ୍ଟଖୋଲି କଂଗ୍ରେସର ପ୍ରତ୍ୟକ ଟି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବା, ବୃଦ୍ଧା ଆଶ୍ରମ, ଅନାଥ ଆଶ୍ରମରେ ସେବା ଯୋଗେଇବା ସହ ରାସ୍ତାରେ ଆକ୍ସିଡେଣ୍ଟ ହେଉଥ‌ିବା ଗୋରୁ ବା ପଶୁଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧିବା,

ଗଛ ଲଗାଇବା,ରକ୍ତଦାନଶିବିର କରିବା ସହ ନିଜ ଅଞ୍ଚଳର ହାଣ୍ଡିକ୍ୟାପ ଲୋକଙ୍କୁ ଚିହ୍ନଟ କରି ତାଙ୍କ ସମସ୍ୟା ବୁଝିବା, ନିଜ ଅଞ୍ଚଳରେ ପଞ୍ଚାୟତ ଓ ବିଧାନସଭା କ୍ଷେତ୍ରରେ ସ୍ପୋର୍ଟ ଆକ୍ଟିଭେଟିକ ତଥା ଭଲିବଲ ଟୁର୍ନାମେଣ୍ଟ ଏବଂ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସହ ପଞ୍ଚାୟତସ୍ତରରେ ଭଜନ, କୀର୍ତ୍ତନ ଇତ୍ୟାଦି ଆୟୋଜନ କରି ଲୋକଙ୍କ ମଧ୍ୟରେ ଯୁବ କଂଗ୍ରେସର ପରିଚୟ ସହ ଯୁବକ ମାନଙ୍କୁ ଆକୃଷ୍ଟ କରିବାକାର୍ଯ୍ୟକ୍ରମ ରହିଛି ।ଏହି କାର୍ଯ୍ୟକ୍ରମରେ ପୁରୀ ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି,ପିସିସି ସମ୍ପାଦକ ଲଲାଟେନ୍ଦୁ ଦାସ, ସୁକାନ୍ତ ପ୍ରଧାନ, ମହିଳା କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ଯ, ଟାଉନ କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ, ଲଲାଟେନ୍ଦୁ ସିଂହ ଓ ରଜତ ସାହୁଙ୍କ ସମେତ ଅନେକ ନେତା ଏବଂ ପୂର୍ବତନ ଜ଼ିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର ବରିଷ୍ଠ ନେତା ମାନେ ସାମିଲ ହୋଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version