ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀମନ୍ଦିରକୁ ରାଜସ୍ଥାନର ଜଣେ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୁରୁବାର ଦର୍ଶନ କରିଥିଲେ । ମନ୍ଦିର ପରିସରରେ ବୀଣା ଶର୍ମା ବୟସ ୩୯ ବର୍ଷ, ସ୍ୱାମୀ ଶିବରାଜ ଶର୍ମା ତାଙ୍କର ଭ୍ୟାନିଟି ବ୍ୟାଗ ହଜେଇ ଦେଇଥିବା ବିଷୟରେ ସିଂହଦ୍ୱାର ପୋଲିସ ଥାନା ଓ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ ।















