ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ରାମଗିରି ଥାନାଧିକାରୀ ଗଜପତି ଦୋରାଙ୍କୁ ଦକ୍ଷ ଥାନାଧିକାରୀ ଭାବେ ପୁରସ୍କୃତ କରାଯାଇଛି l ଭୁବନେଶ୍ୱର ଠାରେ ଆୟୋଜିତ ଗଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ସମାରୋହରେ ରାମଗିରି ଥାନା ଅଧିକାରୀ ଗଜପତି ଦୋରାଙ୍କୁ ରାଜ୍ୟପାଳ ଡ଼. ହରିବାବୁ ସମ୍ମାନୀତ କରିଛନ୍ତି ।

© 2023 Odisha Taza News.