• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଧକ୍ଷାଙ୍କ ନିର୍ଯ୍ୟାତନା ବିରୋଧରେ ଅଧ୍ୟାପକଙ୍କ ନିରବ ପ୍ରତିବାଦ

Proprietor Abhimanyu Maharana by Proprietor Abhimanyu Maharana
February 5, 2026
in ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍
0
ଅଧକ୍ଷାଙ୍କ ନିର୍ଯ୍ୟାତନା ବିରୋଧରେ ଅଧ୍ୟାପକଙ୍କ ନିରବ ପ୍ରତିବାଦ
Share on FacebookShare on TwitterWhatsapp

ରାଜସୁନାଖଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ରଙ୍କ ଅନ୍ୟାୟ, ଅନୀତି ଓ ନିର୍ଯ୍ୟାତନା ବିରୋଧରେ ଅଧ୍ୟାପକଙ୍କ ନୀରବ ପ୍ରତିବାଦ l

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ରଣପୁର ଶିକ୍ଷାବ୍ଲକ ଅନ୍ତର୍ଗତ ରାଜସୁନାଖଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ସଂଯୁକ୍ତା ମିଶ୍ର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ମହାବିଦ୍ୟାଳୟରେ ଅନ୍ୟାୟ, ଅନୀତି କାର୍ଯ୍ୟରେ ଲିପ୍ତ ରହିବା ସହିତ ମହାବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି l

ଏହି ସମ୍ପର୍କରେ ଉପରିସ୍ଥ ଅଧିକାରୀ ତଥା ନୟାଗଡ଼ ଜିଲ୍ଲାର ଉପଜିଲ୍ଲାପାଳଙ୍କୁ କର୍ମଚାରୀ ବୃନ୍ଦ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ଉପଜିଲ୍ଲାପାଳ କୌଣସି ପଦକ୍ଷପ ଗ୍ରହଣ ନ କରିବା ଦ୍ୱାରା ଅଧକ୍ଷା ମହୋଦୟ ଙ୍କର ବେଖାତିର୍ ଭାବ ବହୁମାତ୍ରାରେ ବଢି ବଢି ଚାଲିଛି ଏବଂ ଆକ୍ରୋଶ ମୂଳକ ଭାବେ ଅଧ୍ଯକ୍ଷା ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵରା ସ୍ଥାୟୀ ନିଯୁକ୍ତି ପ୍ରାପ୍ତ ଅଧ୍ୟାପକ ଡ. ପଦ୍ମ ଚରଣ ସାହୁଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛନ୍ତି

ଯେପରିକି ଅଧ୍ୟାପକ ମହୋଦୟଙ୍କୁ ଅଧକ୍ଷା ନିଜର ଅଇଁଠା ଚା ଏବଂ କଫି ପିଇବା ପାଇଁ ବାଧ୍ୟ କରିବା, ନିଜ ଅଫିସ ରେ ଅଧ୍ୟାପକ ଙ୍କୁ କାନଧରି ବସାଉଠା କରିବା ସହିତ ଅଧ୍ୟାପକଙ୍କ ଭଉଣୀ ବାହାଘର ସମୟରେ ତାଙ୍କୁ ଛୁଟି ପ୍ରଦାନ ନକରି ତୋ ବାପା ଝିଅ ବାହାଘର କରିବେ ତୁ କଣ ପାଇଁ ଛୁଟି ନବୁ ତତେ ଛୁଟି ଦେବିନି ତତେ ଯଦି ବନ୍ଧୁ ନିମନ୍ତ୍ରଣ କରିବାର ଅଛି ଫୋନରେ କହିଦେ ନହେଲେ l

ସେ ବନ୍ଧୁ ମାନଙ୍କ ସହିତ ଗୁଆ ସମ୍ପର୍କ କାଟି ଦେ କହିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଦରମା ବନ୍ଦ କରିବାର ଧମକ ଦେଖାଇ ଅନୈତିକ କାର୍ଯ୍ୟରେ ତାଙ୍କ ସାଥ୍ ଦବାକୁ ବାଧ୍ୟ କରିବା ସହିତ ତାଙ୍କୁ ସମର୍ଥନ ନ ଜଣାଇଲେ ଆଗକୁ ଚାକିରି ବାବଦରେ ହେବାକୁ ଥିବା ସରକାରୀ ଭେରିଫିକେସନ୍ ରେ ବାଧା ସୃଷ୍ଟି କରିବା ସହିତ ଭେରିଫିକେସନ୍ କରେଇ ଦେବେ ନାହିଁ ବୋଲି ଧମକ ଦେଉଛନ୍ତି

ଏବଂ ମନଗଢ଼ା, ଭିତ୍ତିହୀନ, ଅମୂଳକ ଦୋଷାରୋପ କରି ନୋଟିସ ଜାରି କରି ମାନସିକ ସ୍ତରରେ ଚାପ ପ୍ରୟୋଗ କରୁଅଛନ୍ତି| ଏଥି ସହିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ବାବଦରେ ଖର୍ଚ୍ଚର ବିଲ୍ କରେଇବା ପାଇଁ ଅଧ୍ୟକ୍ଷା 15000/_ ଟଙ୍କା ଓ ପିଲାଙ୍କର ବିଶ୍ୱବିଦ୍ୟାଳୟ ଖେଳର TA ଏବଂ DA ଟଙ୍କାରୁ 2500/_ ଟଙ୍କା ଡ. ପଦ୍ମ ଚରଣ ସାହୁଙ୍କ ଠାରୁ ନେଇଥିବା ନିଜେ ଅଧ୍ୟାପକ ଡ. ପଦ୍ମ ଚରଣ ସାହୁ ପ୍ରକାଶ କରିଛନ୍ତି l

ପରିଣାମ ସ୍ୱରୂପ ଆଜିଠାରୁ ଜୈନିକ ଅଧ୍ୟାପକ ମହୋଦୟ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ୍ ପରିଧାନ କରି, ପ୍ଲାକାର୍ଡ ଧରି ନୀରବ ପ୍ରତିବାଦରେ ବସିରହିଛନ୍ତି ! ଆଜି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟତିଥିଭାବେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇଥିବା ବେଳେ ଅଧ୍ୟାପକ ଡ଼ ପଦ୍ମ ଚରଣ ସାହୁ ଅଧ୍ୟକ୍ଷାଙ୍କ ନିର୍ଯ୍ୟାତନା ବିଷୟରେ ଅବଗତ କରାଅଛନ୍ତି l

ଏଥି ବାଚସ୍ପତୀଙ୍କୁ ଅଧ୍ୟାପକ ଶ୍ରୀ ସାହୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ l ଅଧ୍ୟାପକ ଶ୍ରୀ ସାହୁଙ୍କ ସୂଚନା ଅନୁସାରେ ଉପରିସ୍ଥ ଅଧିକାରୀ ଏହାର ବିଚାର କରି ସମାଧାନର ବାଟ ବାହାର ନକରିବା ପର୍ଯ୍ୟନ୍ତ ସେ ନୀରବ ପ୍ରତିବାଦ ଜାରି ରଖିବେ l ଏହି ସମ୍ପର୍କରେ ଅଧକ୍ଷାଙ୍କ ମତାମତ ନେବାକୁ ଚେଷ୍ଟା କରିବାରୁ ସେ କୌଣସି ପ୍ରତିକ୍ରିୟା ନଦେଇ ଏଡ଼େଇ ଚାଲି ଯାଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version