No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ଉପଦେଷ୍ଟା ଆଇନଜୀବୀ ଶ୍ରୀନିବାସ ମହାପାତ୍ରଙ୍କ ପରଲୋକ ଘଟିଛି । ଏହି ଅବସରରେ ଆଜି ବୟୋଜ୍ୟେଷ୍ଠ ନାଗରିକ ସଂଘ ପକ୍ଷରୁ ବିଦ୍ୟାରତ୍ନ ଭବନ ଠାରେ ଏକ ଶୋକ ସଭା ସଂଘର ସଭାପତି ଭରତ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱବାଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶ୍ରୀବତ୍ସ ନାୟକ ଅଶୋକ କୁମାର ପଟ୍ଟନାୟକ,

ବଳଭଦ୍ର ପଣ୍ଡା, ମନୋଜ କୁମାର ମହାପାତ୍ର, ବୁଦ୍ଧେଶ୍ୱର ବେହେରା, ଉମେଶ ଚନ୍ଦ୍ର ମିଶ୍ର , କୁମର ପ୍ରଧାନ, କିଶୋର ନୀଳମାଧବ ମିଶ୍ର, ଶରତ ଚନ୍ଦ୍ର ଦିକ୍ଷୀତ୍, ଭଗବାନ ସାମଲ, ସତୀଶ ପ୍ରସାଦ ପତି, ସୁବାସ ଚନ୍ଦ୍ର ପ୍ରହରାଜ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ମହାପାତ୍ରଙ୍କ ଗୁଣଗାନ କରିବା ସହିତ ଆତ୍ମାର ସଦ୍ଗତି ନିମନ୍ତେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

No Result
View All Result