କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ୭୭ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୋଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଯେଉଁ ଅଧିକାରୀମାନଙ୍କୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପୁରସ୍କୃତ କରିଥିଲେ ,ସେମାନଙ୍କ ମଧ୍ୟରେ ଥୂଲେ କଟକ ୬ଷ୍ଠ ସ୍ବତନ୍ତ୍ର ଆରକ୍ଷୀ ସୁରକ୍ଷା ବଳ ତଥା ପୋଲିସ୍ ମୋଟର ପରିବହନ ବିଭାଗର ଅଧୂକ୍ଷକ ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ । ଏହି ଅଧିକାରୀ ଜଣକ ୬ଷ୍ଠ ବାଟାଲିୟନର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ବାଟାଲିୟନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଦଳଗତ ଭାବେ ଶ୍ରେଷ୍ଠ ବାଟାଲିୟନ,















