ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଥିଏଟର ମୁଭ୍ ମେଣ୍ଟ୍, କଟକ ପକ୍ଷରୁ ଆୟୋଜିତ ୨୮ତମ ଆନ୍ତର୍ଜାତୀୟ ନାଟ୍ୟ ପ୍ରତି ଯୋଗିତା ତଥା ବିଶ୍ବ ନାଟ୍ୟ ମେଳାରେ ଚଳିତ ବର୍ଷ ୩ଟି ଓଡ଼ିଆ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କେତେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଛି । ଉଦ୍ ଘାଟନୀ ସନ୍ଧ୍ୟାରେ କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ଦ୍ଵାରା ଉପସ୍ଥାପିତ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ରଚିତ ଏଵଂ ପ୍ରମୋଦ କୁମାର ସ୍ଵାଇଁ ଙ୍କ ନିର୍ଦ୍ଦେଶିତ ଲିରିକାଲ ନାଟକ ଅହିନନ୍ଦିନୀ ମଞ୍ଚସ୍ଥ ହୋଇଥିବା ବେଳେ ପଲ୍ଲବୀ ନାଟ୍ୟ କଳା ପରିଷଦ,















