ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟର ଜାତୀୟ ସେବା ଯୋଜନା, (ଏନଏସଏସ) ତରଫରୁ ନିଶାମୁକ୍ତ ଅଭିଯାନ ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଥିବା ସୂଚନା ମିଳିଛି l ସମୃଦ୍ଧ ସମାଜ ଗଠନ କରିବାକୁ ହେଲେ ସମାଜରେ ସମ୍ପୂର୍ଣ ଭାବେ ନିଶାକୁ ପରିତ୍ୟାଗ କରିବାକୁ ପଡିବ l















