ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :- କାଶ ଓ ଜ୍ୱରକୁ ସାମାନ୍ୟ ଭାବି ଖାମଖିଆଲରେ ନିଅନ୍ତୁ ନାହିଁ । ଏସବୁ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରେଇ ନିଅନ୍ତୁ । ସରକାର ସବୁ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେଉଛନ୍ତି । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ସାବୁନରେ ହାତ ଧୁଅନ୍ତୁ । ନିଜର ତଥା ଆତ୍ମୀୟସ୍ୱଜନଙ୍କର ଜୀବନ ରକ୍ଷା କରନ୍ତୁ ।