କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିରିବାଟି ବଜାର କମିଟିର ବାର୍ଷିକ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ କଟକର “ନୀଳଚକ୍ର ଭଜନ ସଂଧ୍ୟା”ଭଜନ ପରିବେଷଣ କରିଥିଲା । ଭଜନ ସଂଧ୍ୟାକୁ ଭଜନ ସଂଧ୍ୟାର ପରିଚାଳକ ଯଥା କଣ୍ଠଶିଳ୍ପୀ ମୁରଲୀଧର ଶତପଥିଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା ।















