କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଣ୍ଟାବାଞ୍ଜି ପୋଲିସ ଷ୍ଟେଟନ ର ଦ୍ୱାରସ୍ତ ହେଲେ କଣ୍ଟାବାଞ୍ଜି ନାଗରିକ ସଂଗଠନ .. ଗତ କାଲି ରାତି ରେ କଣ୍ଟାବାଞ୍ଜି ବସ୍ ଷ୍ଟାଣ୍ଡ ରେ କିଛି ଚୋର ପ୍ରକୃତି ର ଲୋକ ବସ୍ ଷ୍ଟାଣ୍ଡ ର ବସ୍ ଡ୍ରାଇବର ସହ ଦୂର ଦୁରାନ୍ତ ର ପେସେଞ୍ଜର ମାନଙ୍କୁ ଚାକୁ ଛୁରୀ ଧରି ଡରେଇ ବାକୁ ଚେଷ୍ଟା କରୁଥିଲେ ଏବଂ

ଲୋକଙ୍କୁ ପଇସା ପତ୍ର ମାଗୁଥିଲେ ବୋଲି ଗ୍ରୁପ ସିନିଅର ଆଡ଼ଭାଇରର ବିଶାଳ ତାଣ୍ଡି ଙ୍କର ନେତୃତ୍ୟ ରେ କଣ୍ଟାବାଞ୍ଜି ଥାନା ରେ ଲିଖିତ ଅବିଯୋଗ ଦିୟା ଗଲା ଆଉ IIC ଅଧିକାରୀ ଙ୍କୁ night ପୋଲିସ petroling ବଢ଼େଇ ବା ପାଇ ନାଗରିକ ସଂଗଠନ ଗୁହାରି କଲେ

ଏବଂ ବସଷ୍ଟାଣ୍ଡ ଭିତରେ ଯେଇ ବେଆଇନ ଭାବେ ନିଶା ଦ୍ରବ୍ୟ ବିକ୍ରୟ କରା ଯାଉଛି ତାର ପ୍ରତି ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଣ୍ଟାବାଞ୍ଜି ଟ୍ରାଫିକ ସମସ୍ୟା କୁ ବି ନେଇ IIC ମହୋଦୟ ଙ୍କୁ ଅବଗତ କଲୁ l














