ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲାରେ ପିତୃମାତୃହୀନ ଅନାଥ ଶିଶୁମାନଙ୍କୁ ସରକାରୀ ଯୋଜନା ଦ୍ୱାରା ଲାଳନ ପାଳନ କରାଯାଉଛି. ଏହି ଅନାଥ ଶିଶୁମାନଙ୍କୁ ରହିବା, ଖାଇବା ଓ ଶିକ୍ଷାଦାନ ସହ ଭବିଷ୍ୟତକୁ ସୁରକ୍ଷିତ କରିବାର ବ୍ୟବସ୍ଥା ଗଜପତି ଜିଲ୍ଲାରେ ରହିଆସିଛି. ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ଯଥା ଗୁମ୍ମା, କାଶୀନଗର, ଗୋଷଣୀ, ରାୟଗଡ, ନୂଆଗଡ,















