ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ବୌଦ୍ଧ ମନ୍ଦିର ଦର୍ଶନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ 10 ଜଣ ବିଧାୟକ l ଅପରାହ୍ନ 3 ଟାରେ ଐତିହାସିକ ମହେନ୍ଦ୍ରଗିରି ରୁ ଆସି ମାନ୍ତ୍ରୀଙ୍କ ସହ 10 ଜଣ ବିଧାୟକ ମନ୍ଦିରରେ ପହଞ୍ଚି ଥିଲେ l



© 2023 Odisha Taza News.