• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ମକା ମିଶନର ଆଞ୍ଚଳିକ ସ୍ତରୀୟ କ୍ରେତା ବିକ୍ରେତା ସମିଳନୀ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
December 16, 2025
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ମକା ମିଶନର ଆଞ୍ଚଳିକ ସ୍ତରୀୟ କ୍ରେତା ବିକ୍ରେତା ସମିଳନୀ ଅନୁଷ୍ଠିତ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଗଜପତି ଜିଲ୍ଲା ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା , ସମ୍ମିଳନୀ କକ୍ଷ ଠାରେ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସ୍ତରୀୟ କେତ୍ରା ବିକ୍ରେତା ସମ୍ମିଳନୀ (Buyer-seller Meet ) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି , ଗଞ୍ଜାମ , ରାୟଗଡା ଓ କନ୍ଧମାଳ ଜିଲ୍ଲାର କୃଷି ଅଧିକାରୀ ମାନେ, ବିଭିନ୍ନ ଗଁ ସହଯୋଗୀ , କୃଷକ ଉତ୍ପାଦକ କମ୍ପାନୀ (FPC ) ର କାର୍ଯ୍ୟକର୍ତ୍ତା ,

ଅଗ୍ରଣୀ କୃଷକ ବନ୍ଧୁ , ଚାଷୀ , ବଡ ବଡ ଖରିଦଦାର/ବ୍ୟବସାୟୀ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହନଙ୍ଗା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଚାଷୀର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ,ଗଜପତି ତଥା ମୁଖ୍ୟମନ୍ତ୍ରୀ ମକା ମିଶନର ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ଏମ୍. ପ୍ରକାଶ ରାଓ କାର୍ଯ୍ୟକ୍ରମକରେ ଅଧ୍ୟକ୍ଷତା କରି କହିଥିଲେ ଯେ ” ଏହି କ୍ରେତା ବିକ୍ରେତା ସମ୍ମିଳନୀ (Buyer-seller Meet ) ଚାଷୀମାନଙ୍କୁ ସିଧାସଳଖ ବଜାର ସହ ଯୋଡିବା ଏବଂ ଗୁଣବତ୍ତା ଆଧାରିତ ନ୍ୟାୟସଙ୍ଗତ ମୂଲ୍ୟ ନିଶ୍ଟିତ କରିବାର ଏକ ମହତ୍ଵପୂର୍ଣ୍ଣ ମଞ୍ଚ ।

ଚଳିତ ଖରିଫ ଋତୁ ରେ ଆମେ ଗଜପତି ଜିଲ୍ଲାରେ ୭୦୦ ହେକ୍ଟରରେ ମକା ମୁଖ୍ୟ ଫସଲ , ୧୨୦ହେକ୍ଟରରେ ଅନ୍ତଃଫସଲ ସହ ମକା ଏବଂ ୭୦ହେକ୍ଟରରେ sweet corn ର ଫସଲ ପ୍ରଦର୍ଶନ କରିଛୁ । ଆଗାମୀ ରବି ଋତୁରେ ୩୦ହେକ୍ଟର sweet corn ଓ ୧୦ ହେକ୍ଟର ବେବି କଣ୍ଣ ପ୍ରଦର୍ଶନ କରାଯିବ । ଏହି ସବୁ ଉତ୍ପାଦନର ସୁସଙ୍ଗଠିତ ବଜାର ବ୍ୟବସ୍ତା ଗଢି ତୋଳିବା ପାଇଁ ଆଜିର ଏହି ସଭା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକ୍ରମରେ ଆରଏମସି ସମ୍ପାଦକ, ଓରମାସ ଡେପୁଟି-ସିଇଓ, ଜିଏମ ଡ଼ିଆଇସି, କେବିକେ ବୈଜ୍ଞାନିକ , ଏମଟିସିଏସ ଚେୟାରମ୍ୟାନ ଉପସ୍ଥିତ ରହି ମକାର ସଂରକ୍ଷଣ ଓ ବାରୀକରଣ ଉପରେ ନିଜନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ I

ମୁଖ୍ୟମନ୍ତ୍ରୀ ମକା ମିଶନ ରାଜ୍ୟ ସଂଯୋଜକ ଶ୍ରୀ ରେଡ଼ିଶ କୁମାର ବିଶେଷ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ବର୍ତ୍ତମାନ ଏହି ମିଶନ ଓଡ଼ିଶାର ୧୫ଟି ଜିଲ୍ଲାର ୪୫ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି । ମାକକୁ “ଶସ୍ୟର ରାଣୀ ” କୁହାଯାଏ ର୍ବାଂଗ ଓଡ଼ିଶାରେ ପ୍ରାୟ ୩ ଲକ୍ଷ ହେକ୍ଟରରେ ଏହାର ଚାଷ ହେଉଛି । ଭାରତ ସରକାରଙ୍କ ୨୦% ଇଥାନଲ ମିଶ୍ରଣ ନୀତି ଯୋଗୁଁ ମକା ଚାଷରେ ନୂଆ ସମ୍ଭାବନା ଖୋଲିଛି। ରାଜ୍ୟରେ ୧୦ଟି ଇଥାନଲ ପ୍ଲାଣ୍ଟ ଓ ନବରଙ୍ଗପୁରର ବିଜୟନଗର ବୟୋ – ଟେକ ଷ୍ଟାର୍ଚ ପ୍ଲାଣ୍ଟ ମକର ବଡ ବଜାର ଭାବେ କାର୍ଯ୍ୟ କରୁଛି ।

ମିଶନ ଅଧୀନରେ ୪୫ ଟି କୃଷକ ଉତ୍ପାଦକ କମ୍ପାନୀ (FPC ) ଗଠନ ହୋଇସାରିଛି ଯେଉଁଥିରୁ ୧୪ଟି ମହିଳା ନେତୃତ୍ୱାଧୀନ ଅଟେ । ଆଗାମୀ ଦିନରେ ମକା ଚାଷ କୁ ଅଧିକରୁ ଅଧିକ ଲୋକାଦୃତ କରିବା ପାଇଁ ସରକାରୀ ସ୍ତରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ମନ ନିଆଯିବାର ଯୋଜନା ହୋଇଅଛି । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ମୁଖ୍ୟମନ୍ତ୍ରୀ ମକା ମିଶନ ର ସ୍କିମ ଅଫିସର ଶ୍ରୀମତୀ ସଂଘମିତ୍ରା ପ୍ରଧାନ , ଜୋନ-୨ ମାର୍କେଟିଂ ସଂଯାଜକ ଶ୍ରୀ ଦରିଦ୍ର୍ୟ ଭଂଜନ ସାହୁ ,

ରିଜୋନାଲ କୋ- ଅର୍ଡିନେଟର ଶ୍ରୀ ବିଶ୍ୱରଞ୍ଜନ ପରିଡା , ମୁଲ୍ଟି ସ୍କିଲ୍ ଆସିଷ୍ଟାଣ୍ଟ ଶ୍ରୀ ରଞ୍ଜୀବ ସାହୁ , ସଂଗଠନ ସଂଯାଜକ ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ଏବଂ ଜିଲ୍ଲା କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏହି ସଭା ମାଧ୍ୟମରେ ଚାଷୀ ଓ ଖରିଦଦାରଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଗଢ଼ି ଉଠିଛି ଏବଂ ଗୁଣବତ୍ତା ଆଧାରିତ ମୂଲ୍ୟ ନିର୍ଦ୍ଧାରଣ ଓ ସୁସଙ୍ଗଠିତ ବଜାର ବ୍ୟବସ୍ତା ପ୍ରତି ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version