No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ରାଜକିଶୋର ସେନାପତି – ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିର ରାମଚନ୍ଦ୍ରପୁର ଗ୍ରାମ କୋଠ ମହାଜନର ପୂର୍ବତନ ଟ୍ରଷ୍ଟି ତଥା ବୟୋଜ୍ୟେଷ୍ଠ ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଦେହାନ୍ତର ପୂଣ୍ୟ ଦଶାହ ଦିବସ ଅବସରରେ ତାଙ୍କ ଜନ୍ମମାଟି ବିରରାମଚନ୍ଦ୍ରପୁର ଗ୍ରାମର ଯୁବ ସଂଘ ତରଫରୁ ସ୍ବର୍ଗତ କୃଷ୍ଣଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ ତରଫରୁ ଶେଷ ଶ୍ରଦ୍ଧାଞ୍ଜଳି ସୁରୂପ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କଟକ ରାଜ୍ୟ ରେଡକ୍ରସ ରକ୍ତ କେନ୍ଦ୍ରର ଡାକ୍ତର ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ଗ୍ରାମ ଓ ଆକ ପାଖ ଅଞ୍ଚଳର ସ୍ବେଚ୍ଛାସେବୀ,ବୁଦ୍ଧିଜୀବୀ ସରକାରୀ କର୍ମଚାରୀ ମାନେ ରକ୍ତଦାନ କରିଥିଲେ ।

ମୁଖ୍ୟ ଅତିଥିଭାବେ ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀ, ସଂମ୍ମାନିତ ଅତିଥିଭାବେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଓମ ପ୍ରକାଶ ପରିଡ଼ା ,ତାଙ୍କ ସହିତ ଥିଲେ ସମାଜସେବୀ ପଦ୍ମଲୋଚନ ମାହାପାତ୍ର, ସ୍ବର୍ଗତ ମିଶ୍ର ଙ୍କ କନ୍ୟା ଜୋସ୍ନାରାଣୀ ମିଶ୍ର,ପୁତ୍ର ବିଜୟ କୁମାର ମିଶ୍ର, ନାତି ରବି ଶଙ୍କର ମିଶ୍ର, ଶୁଭମ୍ ଶେଖର ମିଶ୍ର ସ୍ବର୍ଗତ ମିଶ୍ର ପଟ୍ଟଚିତ୍ର ଉପରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଲନ କରିବା ପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା । ପ୍ରଥମେ ସତ୍ୟବାଦୀ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଓମ ପ୍ରକାଶ ପରିଡ଼ା ପ୍ରଥମ ରକ୍ତଦାତା ଭାବରେ ରକ୍ତ ଦେବାପରେ ଅନ୍ୟ ସମସ୍ତେ ରକ୍ତଦାନ ଦେଇଥିଲେ । ଏହି ରକ୍ତ ଦାନ ଶିବିର କାର୍ଯ୍ୟକ୍ରମକୁ ସ୍ବର୍ଗତ କୃଷ୍ନଚନ୍ଦ୍ର ମିଶ୍ର ଭଣଜା ଆଇନଜୀବୀ ସୁଶାନ୍ତ କୁମାର ରଥ ଅୟୋଜନ କରୁଥିଲେ।
ପରିଶେଷରେ ସେ ଶେଷ ରକ୍ତ ଦତା ଭାବରେ ରକ୍ତ ଦାନ କରିଥିଲେ।ବିର ରାମଚନ୍ଦ୍ରପୁର ଗ୍ରାମ କୋଠ ମହାଜନର ପୂର୍ବତନ ଟ୍ରଷ୍ଟି ତଥା ବୟୋଜ୍ୟେଷ୍ଠ ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଦେହାନ୍ତର ପୂଣ୍ୟ ଦଶାହ ଦିବସ ଅବସରରେ ତାଙ୍କ ଜନ୍ମମାଟି ବିରରାମଚନ୍ଦ୍ରପୁର ଗ୍ରାମର ଯୁବ ସଂଘ ଘରେ କୃଷ୍ଣଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ ତରଫରୁ ଶେଷ ଶ୍ରଦ୍ଧାଞ୍ଜଳି ସୁରୂପ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କଟକ ରାଜ୍ୟ ରେଡକ୍ରସ ରକ୍ତ କେନ୍ଦ୍ରର ଡାକ୍ତର ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ଗ୍ରାମ ଓ ଆକ ପାଖ ଅଞ୍ଚଳର ସ୍ବେଚ୍ଛାସେବୀ,ବୁଦ୍ଧିଜୀବୀ ସରକାରୀ କର୍ମଚାରୀ ମାନେ ରକ୍ତଦାନ କରିଥିଲେ ।

ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଓମ ପ୍ରକାଶ ପରିଡ଼ା ,ସମାଜସେବୀ ପଦ୍ମଲୋଚନ ମାହାପାତ୍ର, ତାଙ୍କ କାନ୍ୟା ଜୋସ୍ନାରାଣୀ ମିଶ୍ର,ପୁତ୍ର ବିଜୟ କୁମାର ମିଶ୍ର, ନାତି ରବି ଶଙ୍କର ମିଶ୍ର, ଶୁଭମ୍ ଶେଖର ମିଶ୍ର ସ୍ବର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ର ପଟ୍ଟଚିତ୍ର ଉପରେ ପୁଷ୍ପ ମାଲ୍ୟ ପ୍ରଦୀପ ପ୍ରଜ୍ଵଲନ କରିବା ପରେ ରକ୍ତଦାନ ମହତ୍ ଦାନ ଶିବିର ଆରମ୍ଭ ହୋଇଥିଲା । ପ୍ରଥମେ ସତ୍ୟବାଦୀ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଓମ ପ୍ରକାଶ ପରିଡ଼ା ପ୍ରଥମ ରକ୍ତଦାତା ଭାବରେ ରକ୍ତ ଦେବାପରେ ଅନ୍ୟ ସମସ୍ତେ ରକ୍ତଦାନ ଦେଇଥିଲେ । ଏହି ରକ୍ତ ଦାନ ଶିବିର କାର୍ଯ୍ୟକ୍ରମକୁ ସ୍ବର୍ଗତ କୃଷ୍ନଚନ୍ଦ୍ର ମିଶ୍ର ଭଣଜା ଆଇନଜୀବୀ ସୁଶାନ୍ତ କୁମାର ରଥ ଅୟୋଜନ କରୁଥିଲେ ଓ ଶେଷରେ ସେ ଶେଷ ରକ୍ତ ଦତା ଭାବରେ ରକ୍ତ ଦାନ କରିଥିଲେ ।

No Result
View All Result