• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଫାଂଟାସି ସ୍ପୋର୍ଟସ୍ ହେଉଛି ଶ୍ରେଷ୍ଠ ସ୍ପୋର୍ଟସ୍‌ ଏନ୍‌ଗେଜ୍‌ମେଂଟ୍ ପ୍ଲାଟ୍‌ଫର୍ମ ; ଇଣ୍ଡିଆଟେକ୍‌

Proprietor Abhimanyu Maharana by Proprietor Abhimanyu Maharana
September 18, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଫାଂଟାସି ସ୍ପୋର୍ଟସ୍ ହେଉଛି ଶ୍ରେଷ୍ଠ ସ୍ପୋର୍ଟସ୍‌ ଏନ୍‌ଗେଜ୍‌ମେଂଟ୍ ପ୍ଲାଟ୍‌ଫର୍ମ ; ଇଣ୍ଡିଆଟେକ୍‌
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ବିଶ୍ୱର ସର୍ବବୃହତ୍ ଇଂଟର୍‌ନେଟ୍ କମର୍ସ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ସଂସ୍ଥା, ଇଣ୍ଡିଆ ଟେକ୍ ଡଟ୍ ଓଆର୍‌ଜି (ଟିଏସଆଇଏ)ପକ୍ଷରୁ ଏହାର ହ୍ୱାଇଟ୍ ପେପର୍‌-‘ଅନ୍‌ଲାଇନ୍ ଫାଂଟାସି ସ୍ପୋର୍ଟସ୍‌: ଆଡିଙ୍ଗ୍ ଭାଲ୍ୟୁ ଟୁ ଦ ଇଣ୍ଡିଆନ୍ ସ୍ପୋର୍ଟିଙ୍ଗ୍ ଇକୋସିଷ୍ଟମ୍‌’ ସର୍ଭେର ଫଳାଫଳ ଉନ୍ମୋଚନ କରାଯାଇଛି । ଏହି ପେପରରେ ଓଏଫ୍‌ଏସ୍ ଉପଭୋକ୍ତାମାନଙ୍କର ଖେଳିବା ଶୈଳୀ, ସାମ୍ପ୍ରତିକ ନିୟାମକ ପରିଦୃଶ୍ୟ, ଶିଳ୍ପକୁ ଅସୁବିଧାରେ ପକାଉଥିବା ଭୂଲ ଧାରଣା ଓ ଭାରତୀୟ କ୍ରୀଡା ଓ ସମଗ୍ର ଅର୍ଥନୀତି ଉପରେ ଶିଳ୍ପର ସକାରାତ୍ମକ ପ୍ରଭାବକୁ ଆଲୋକପାତ କରାଯାଇଛି । ଏହି ଅଧ୍ୟୟନରୁ ଜଣାଯାଇଛି ଯେ,୮୦% ଅନ୍‌ଲାଇନ୍ ଫାଂଟାସି ସ୍ପୋର୍ଟସ୍ (ଓଏଫଏସ) ଉପଭୋକ୍ତା ‘ଫ୍ରି-ଟୁ-ପ୍ଲେ’ ଫର୍ମାଟ୍‌ରେ ଅର୍ଥାତ ମାଗଣାରେ ଅଂଶଗ୍ରହଣ କରିବାକୁ ପସନ୍ଦ କରୁଥିବା ବେଳେ ‘ପେ-ଟୁ-ପ୍ଲେ’ ଫର୍ମାଟ୍‌ରେ ଅଂଶଗ୍ରହଣ କରୁଥିବା ଅବଶିଷ୍ଟ ୨୦% ମଧ୍ୟରୁ ୯୮% ଉପଭୋକ୍ତା ନିଜ ଜୀବନକାଳ ମଧ୍ୟରେ (ଗତ ୩ରୁ୪ ବର୍ଷ ମଧ୍ୟରେ) ୧୦,୦୦୦ ଟଙ୍କାରୁ କମ୍‌ ଅର୍ଥ ଜିତିଛନ୍ତି କିମ୍ବା ହରାଇଛନ୍ତି ।

ଏହି ତଥ୍ୟ ଉପରେ ଆଲୋକପାତ କରୁଛି ଯେ, ଫାଂଟାସି ସ୍ପୋର୍ଟଗୁଡିକ ହେଉଛି ପ୍ରତିଯୋଗୀତାପୂର୍ଣ୍ଣ ଡିଜିଟାଲ ସ୍ପୋର୍ଟସ୍‌ ଏନ୍‌ଗଜେ୍‌ମେଂଟ୍ ପ୍ଲାଟ୍‌ଫର୍ମ ଏବଂ ଏହା ସ୍ପଷ୍ଟ ରୂପେ ଅଭ୍ୟାସ ବା ନିଶା ପ୍ରକୃତିର ନୁହେଁ । ପେ-ଟୁ-ପ୍ଲେ’ ଫର୍ମାଟ୍‌ରେ ଅଂଶଗ୍ରହଣ ପାଇଁ ହାରାହାରି ଟିକେଟ୍ ମୂଲ୍ୟ ସର୍ବନିମ୍ନ ୩୫ ଟଙ୍କା ରହିଛି ଯାହାକି ଏକ ସ୍ନାକ୍ସର ଦାମ ସହ ସମାନ । ଏହା ସ୍ପଷ୍ଟ ଯେ, ଫାଂଟାସି ସ୍ପୋର୍ଟସ୍‌, ଅନ୍ୟ ସମସ୍ତ ପ୍ରକାରର ଅନ୍‌ଲାଇନ୍ ଗେମ୍ ତୁଳନାରେ ଭିନ୍ନ, ଯାହାକି ଅଂଶଗ୍ରହଣକାରୀଙ୍କ ପାଇଁ ଫଳାଫଳ ସ୍ଥିର କରିବାକୁ ବାସ୍ତବ ଖେଳ ଖେଳିବା ପାଇଁ ଜଣେ ରିୟଲ୍‌-ଲାଇଫ୍ ଖେଳାଳି ଆବଶ୍ୟକ କରିନଥାଏ । ଏହା ରିଅଲ୍‌-ଟାଇମ୍ ସ୍ପୋର୍ଟସ୍‌ ମ୍ୟାଚ୍‌ଗୁଡିକର ବାସ୍ତବତା, ଋତୁକାଳୀନତା ଓ ଉପଲବ୍ଧତା ଉପରେ ନିର୍ଭରଶୀଳ, ଯାହାକି ଏହାକୁ ଖେଳର ଏକ ଅଣ ଅଭ୍ୟାସଗତ ଫର୍ମରେ ପରିଣତ କରୁଛି ଏବଂ ଏହାକୁ ସାଧାରଣରେ ଗ୍ୟାମ୍ବଲିଙ୍ଗ୍ କିମ୍ବା ବେଟିଙ୍ଗ୍ ବା ଜୁଆ ଖେଳ ପ୍ରକୃତିର ବିବେଚନା କରାଯାଉଥିବା ଅନ୍ୟ ଅନ୍‌ଲାଇନ୍ ଗେମ୍ ତୁଳନାରେ ଭିନ୍ନ କରୁଛି ।

ଭାରତରେ କ୍ରୀଡା ଉତ୍ସାହୀଙ୍କ ଆଗ୍ରହକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଉପରେ ମତ ରଖି ଇଣ୍ଡିଆଟେକ୍‌ର ସିଇଓ ରମେଶ କୈଳାଶମ୍ କହିଛନ୍ତି ଯେ, “ଗତ କିଛି ବର୍ଷ ମଧ୍ୟରେ ଫାଂଟାସି ସ୍ପୋର୍ଟସ୍ ନିଶ୍ଚିତ ଭାବେ ଏକ ସମ୍ଭାବ୍ୟ କ୍ଷେତ୍ର ପାଲଟିଛି, ଯାହାକି ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି ଏବଂ ଭାରତରେ କ୍ରୀଡାର ବ୍ୟବହାରକୁ ବୃଦ୍ଧି କରିଛି । ସ୍ପୋର୍ଟସ୍‌ ଫ୍ୟାନ୍ ଏନ୍‌ଗେଜ୍‌ମେଂଟ୍‌ର ଏକ ଆଇନ୍‌ଗତ ଅନୁମୋଦିତ ଫର୍ମାଟ୍ ଭାବେ ଏହି ଶିଳ୍ପ ଉପଭୋକ୍ତା ଓ ଅପରେଟରମାନଙ୍କୁ ଏଫ୍‌ଆଇଏଫ୍‌ଏସ୍ ମାଧ୍ୟମରେ ସୁରକ୍ଷିତ ରଖିବା ଲାଗି ସ୍ୱ- ନିୟନ୍ତ୍ରିତ ଅଟେ ।” ଏକ କ୍ଷେତ୍ର ଭାବେ ଫାଂଟାସି ସ୍ପୋର୍ଟସ୍‌; ୨୦୧୭ରେ ଏକ ସେଲ୍ଫ- ରେଗୁଲେଟୋରୀ ବଡି ଭାବେ ଆରମ୍ଭ ହୋଇଥିବା ଫେଡେରେଶନ ଅଫ୍ ଇଣ୍ଡିଆନ୍‌ ଫାଂଟାସି ସ୍ପୋର୍ଟସ୍ (ୠଓୠଝ) ଦ୍ୱାରା ପ୍ରତିନିଧିତ୍ୱ ହେଉଛି । ଅନ୍‌ଲାଇନ୍ ଫାଂଟାସି ପ୍ଲାଟ୍‌ଫର୍ମ ଓ ଅପରେଟରମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି କାରଣରୁ ୨୦୧୯ ଆର୍ଥିକ ବର୍ଷରେ ଇନ୍‌କମ୍ ଟ୍ୟାକ୍ସ ଖର୍ଚ୍ଚ ୪୩ କୋଟି ଟଙ୍କା ରହିଥିବା ବେଳେ ୨୦୨୦ ଆର୍ଥିକ ବର୍ଷରେ ୮୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏକ ଶିଳ୍ପ ଭାବେ ଫାଂଟାସି ସ୍ପୋର୍ଟସ୍ ଭାରତକୁ ବିପୁଳ ମାତ୍ରାରେ ଏଫ୍‌ଡିଆଇ ଆକର୍ଷିତ କରିପାରିଛି । ୨୦୧୮ ଓ ୨୦୧୯ରେ ଏହି ଶିଳ୍ପ ପ୍ରାୟ ୧୫୦୦ କୋଟି ଟଙ୍କାର ଏଫ୍‌ଡିଆଇ ଆଣିଥିବା ବେଳେ ଏହା ଲଗାତର ବୃଦ୍ଧି ପାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version