No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି ଗ୍ରାମରୁ ଏକ ବାଇକ ଚୋରି ହୋଇଥିବା ନେଇ ଗାଡ଼ି ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ, ଗାଁରେ ବିବାହ ଚାଲୁଥିବା ସମୟ ରେ , ସେହି ବିହାଘରକୁ ବାଇକ ଯୋଗେ ଯାଇଥିଲେ ଏବଂ ରାତିରେ ସେହି ବିହାଘର ସାମ୍ନାରେ ବାଇକଟିକୁ ତାଲା ମାରି ବରାତି ଯାଇଥିଲେ I
ଡ଼ୁଲେଶ୍ଵର ମାଝୀ ବାଇକ ନମ୍ବର ଓଡ଼ି ୦୩ ଏକ୍ସ ଠଠ୫୯ (ହୋଣ୍ଡା ସାଇନ) ସେଠାରୁ ଆସିବା ପରେ ବାଇକଟି ସେଠାରେ ନଥିବା ଦେଖି ବହୁ ଖୋଜା ଖୋଜି କରିଥିଲେ । ପରେ ନ ମିଳିବାରୁ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୁଲିସ ନମ୍ବର ୩୬୦/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି ।

No Result
View All Result