ପରେ ଛାତ୍ରଛାତ୍ରୀ ଅଗ୍ନିଶମ ବିଭାଗ କାର୍ଯ୍ୟଳୟରେ ପରିଦର୍ଶନ କରିଥିଲେ ସେନେ ବିଭାଗୀୟ ଅଧିକାରୀ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସଂପର୍କରେ ଅବଗତ କରାଇବା ସହ ଘରେ ଅଗ୍ନି ସୁରକ୍ଷା ପାଇଁ ବ୍ୟବହୃତ ଉପକରଣକୁ କିପରି ସଠିକ ଭାବେ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ମଧ୍ୟ ସଚେତନତା କରାଯାଇଥିଲା। ଉତ୍ସବ ପାଳନ ସମୟ ଏବଂ ଦୀପାବଳୀ ପର୍ବରେ ସୁରକ୍ଷା ସୁରକ୍ଷିତ ବାଣ ଫୁଟାଇ କୁ ନେଇ ସଚେତନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ସୁଭାଷ ପୂଜାରୀ , ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହ ଶୁଭମ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

© 2023 Odisha Taza News.