No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଫଟୋ ଗ୍ରାଫର ବୁଲୁ (ଷ୍ଟୁଡିଓ ବୁଲୁ) ସାଇବର ଠକେଇ ରୁ କିପରି ରକ୍ଷା ପାଇବା ଅଭିଯାନ ର ସମସ୍ତ ଫଟୋ ଓ ଭିଡିଓ କାର୍ଯ୍ୟକୁ ସଠିକ୍ ଭାବରେ ଉତ୍ତୋଳନ କରିଥିବାରୁ ଏବଂ ଦୁଇ ଦୁଇଥର ରାଜ୍ୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ
ମାତ୍ର ଜଣେ ସମ୍ମାନିତ ହୋଇ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ର ପ୍ରସାଦ ଫଟୋ ଗ୍ରାଫର ବୁଲୁଙ୍କୁ ଟ୍ରଫି (ପ୍ରଦତ୍ତ) ପ୍ରଦାନ କରିଛନ୍ତି । ତାଙ୍କର ଫୋଟୋ ଓ ଭିଡିଓ ଉତ୍ତୋଳନ ପାଇଁ ସେ ବିଭିନ୍ନ ସ୍ଥାନରୁ ପ୍ରଶଂସା ପାଉଥିବା ବେଳେ ପୁଣି ଏସଡିପିଓ ଙ୍କ ଠାରୁ ଟ୍ରଫି ପାଇବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l

No Result
View All Result