ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଚୋର ମାନେ କିଛି ବର୍ଷ ହେଲା ଚୋର ଡ଼କାୟତର ଏକ ସୁରକ୍ଷିତ ସହର ଭାବି ନେଇଥିଲେ । ଓ ଚୋରି ପରେ ଚୋରି କରିଚାଲିଥିଲେ, ତଥା ଅନ୍ୟ ଅଞ୍ଚଳରୁ ଚୋରି କରି ଆଣି କଣ୍ଟାବାଞ୍ଜି ସହରରେ ଆଶ୍ରୟ ନେଉଥିଲେ । କାରଣ ସେତେବେଳକୁ ଯେଉଁ ସବୁ ଦାୟିତ୍ଵ ହୀନତା ପୁଲିସ ଅଧିକାରୀ ମାନେ ରହିଥିଲେ, ତେଣୁକରି ଚୋର ମାନେ କଣ୍ଟାବାଞ୍ଜି ସହରକୁ ନିଜର ଆଶ୍ରୟ ସ୍ଥଳୀ ଭାବି ନେଇଥିଲେ ।















