ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ଅନ୍ତଗତ ତୁରେକେଲା ବ୍ଲକ ଅଧିନ୍ୟସ ଟିକ୍ରାପଡା ଗ୍ରାମରେ ତାରିଖ ୩୧/୧୦/୨୦୨୫ ଶୁକ୍ରବାର ଦିନ ସକାଳ ୧୦ ଘଣ୍ଟା ସମୟ ରୁ ସନ୍ଧ୍ୟା ୬ଘଣ୍ଟା ପଯ୍ୟନ୍ତ ଅଁଳା ନମି ପାଳନ ତଥା ରାହାସ ଲୀଳା କଳସ ଯାତ୍ରା ହୋଇଥିଲା ଆୟୋଜନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଓ ପଶ୍ଚିମ ଓଡିଶା ଲୋକକଳା ପୁନଃରୁଦ୍ଧାର ପରିଷଦ ରାଧେଶ୍ୟାମ ରାହାସ କମିଟି ମିଳିତ ଆନୁକୂଲ୍ୟରେ ପବିତ୍ର ଅଁଳା ନମି ପାଳନ ତଥା ରାହାସ ଲୀଳାଦଳ ଦଶଦଳ ଯୋଗ ଦେଇ ରାହାସ ଲୀଳା କରି ପ୍ରଭୁଙ୍କ ରାସମୃତ ପାନ କରିଥିଲେ ଏହି ଉତ୍ସବ ତାରିଖ ୦୧ /୧୧/୨୦୨୫ ରୁ ୦୫/୧୧/୨୦୨୫ ପାଞ୍ଚ ଦିନଧରି ହୋଇଥିଲା କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ l

ପଶ୍ଚିମ ଓଡିଶା ଲୋକକଳା ପୁନଃରୁଦ୍ଧାର ପରିଷଦ ସଭାପତି ଶ୍ରୀ ଅମିଲ ପୁଟେଲ ଗୁରୁ ଶ୍ରୀ ଧନସେ ପୁଟେଲ ଶ୍ରୀ ଦଶମୁ ପୁଟେଲ ଗହନ୍ତିଆ ଶ୍ରୀ ଅକ୍ଷରାମ ପୁଟେଲ ଶ୍ରୀ ସୁବନାଥ ନେତମ ଶ୍ରୀ ରାମଲାଲ ପୁଟେଲ ଶ୍ରୀ ବିଶ୍ଵନାଥ ପୁଟେଲ ଶ୍ରୀ ଲବଘନ ପୁଟେଲ ଶ୍ରୀ ହୁଙ୍କାର ପୁଟେଲ ଶ୍ରୀ ଭୁର୍ତ୍ତି ପୁଟେଲ ଶ୍ରୀ ଟୁନୁ ପୁଟେଲ ଶ୍ରୀମତୀ ସୁବର୍ଣ୍ଣି ପୁଟେଲ ଶ୍ରୀମତୀ କୁମଦିନୀ ପୁଟେଲ ଶ୍ରୀମତୀ ସୁମିତ୍ରା ପୁଟେଲ ଶ୍ରୀମତୀ ଲାଳଦେଇ ପୁଟେଲ ଶ୍ରୀମତୀ ବୁଇ ପୁଟେଲ ଶ୍ରୀମତୀ ଧନଦେଇ ପୁଟେଲ ଶ୍ରୀମତୀ ବୁଧ ପୁଟେଲ ଶ୍ରୀମତୀ ମହରାଗୀ ପୁଟେଲ ଶ୍ରୀମତୀ ସରସ୍ବତୀ ପୁଟେଲ ଶ୍ରୀମତୀ ଶକୁନ୍ତଳା ପୁଟେଲ ଶ୍ରୀମତୀ ହେମଳତା ପୁଟେଲ ଶ୍ରୀମତୀ ପୁଷ୍ପାଞ୍ଜଳି ପୁଟେଲ ଶ୍ରୀମତୀ କୁଲବତୀ ପୁଟେଲ ଶ୍ରୀମତୀ ସୁଷମା ପୁଟେଲ ଶ୍ରୀମତୀ ଝର ପୁଟେଲ ଶ୍ରୀମତୀ ଲତା ପୁଟେଲ ଶ୍ରୀମତୀ ଶ୍ରୀ ଖୁଲାମଣୀ ପୁଟେଲ ଉପସ୍ଥିତ ଥିଲେ ତାରିଖ ୦୫/୧୧/୨୦୨୫ ଗ୍ରାମ ପରିକ୍ରମା କରି ହବିଷ ଅର୍ଣ୍ଣପ୍ରସାଦ ସେବନକରି ଶେଷକରିଥିଲେ l














