No Result
View All Result
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତୁରେକେଲା ବ୍ଲକ ମହୁଲବାହାଲି ଗ୍ରାମରେ ବଜରଙ୍ଗ ସାଂସ୍କୃତିକ ଅନୁଷ୍ଠାନ ର ଆୟୋଜନ ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଙ୍କ ସହାୟତା ରେ ତା:୦୫/୧୧/୨୫ ଦିନ କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖ ଦଶ ଗୋଟି ଗ୍ରାମର ଭକ୍ତ ଭକ୍ତିଆଣୀ ମାନେ ହଜାର ରୁ ଉର୍ଧ୍ଵ ସଂଖ୍ୟା ରେ ଯୋଗଦାନ ପୂର୍ବକ ଉକ୍ତ ଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିଥିଲେ l

ଅନୁଷ୍ଠାନ ର ସଭାପତି ରୋହିତ ମେହେର,ସମ୍ପାଦକ ଲୋହିତାମ୍ବର ମlଝି, ଉପ-ସଭାପତି ଶତ୍ରୁଘ୍ନ ଧରୁଆ, ସହ-ସମ୍ପାଦକ ଗୋବିନ୍ଦ ମେହେର, କୋଷଧ୍ୟକ୍ଷ୍ୟ ଡମୁ ମେହେର, ସଭ୍ୟ ଢରଖଁ ଖରସେଲ, ଟିକୁନୁ ମାଝୀ, ଭୁବନେଶ୍ୱର ସଗରିଆ, ପୂଜକ ପିତ ମାଝୀ ଙ୍କ ନେତୃତ୍ୱ ରେ ଉକ୍ତ କାର୍ଯ୍ୟକ୍ରମଟି ସମାପନ କରିଥିଲେ l

No Result
View All Result